ଶକ୍ତି ବାହିନୀ ର ରଜ ପାଳନ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡା :ଦକ୍ଷିଣ ଓଡିଶା ବିଭିନ୍ନ ସ୍ଥାନ ରର ରଜ ପର୍ବ ପାଳନ ହୋଇଯାଇଛି ସେଥିରୁ ରାୟଗଡା ସହର ମଧ୍ୟ୍ୟ ବାଦ ପଡ଼ିନାହିଁ ସହର ର ଅଗ୍ରଣୀ ଶକ୍ତି ବାହିନୀ ମହିଳା ସଂଗଠନ ବ୍ରାହ୍ମଣ ସାହି ପକ୍ଷରୁ ଗତ 14,15 ଓ 16ତାରିଖ ତିନିଦିନ ଧରି ଚାଲିଥିବା ରଜ ଉତ୍ସବ ଆଜି ଅନ୍ତ ଘଟିଛି ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଉତ୍ସବ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓ ଓ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ର ଅଧକ୍ଷ ମହେଶ ପଟ୍ଟନାୟକ ଓ ବରିଷ୍ଟ ଆଇନଜୀବୀ ମଦନ ମୋହନ ଯୋଗଦେଇ ଭଗବାନ ଙ୍କ ଠାରେ ପ୍ରଦୀପ ଜାଳି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ଏହି ରଜ ଅବସରରେ ମୁଖ୍ୟଅତିଥି ଶ୍ରୀ ରାଓ ଶକ୍ତିବାହିନୀ ତରସଫରୁ ଆୟୋଜିତ ରଜ ପର୍ବ ରର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ମାତୃଶକ୍ତି କୁ ସର୍ବଦା

ସମ୍ମାନ ପ୍ରଦାନ ସହ ସହାୟତା ର ହାତ ବଢାଇବା ଜରୁରୀ ବୋଲି କହିଥିଲେ ମାଟି ଓ ମୋୖସିମ ର ମହାମିଳନ ରଜ ପର୍ବ ଅବସରରେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ତଥା ପୂର୍ବତବ ପୌର ପରିଷଦ କାଉନସିଲେର ମଞ୍ଜୁଶ୍ରୀ ମୁଖାର୍ଜୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମହିଳା ଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ କୃତ ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଏଥି ସହିତ ବାଳିକା ଓ ଯୁବତୀ ଙ୍କ ପାଇଁ ଦୋଳି ଖେଳର ଆୟୋଜନ ହୋଇଥିଲା ଏହି କାର୍ଯ୍ୟକ୍ରମ କୁ ତିନିଦିନ ଧରି ଶକ୍ତି ବାହିନୀ ର ଅଧକ୍ଷା ତଥା ପୌର ପରିଷଦ ଉପଦକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା ଅତି ସୁନ୍ଦର ସହ ପରିଚାଳନା କରିଥିଲେ ତାଙ୍କୁ ସହଯୋଗ କରଥିଲେ ଅନୁଷ୍ଠାନ ର କୋଷାଧ୍ୟକ୍ଷା ସୁଜ୍ଞାନୀ ପାଢ଼ୀ, ବରିଷ୍ଟ ସଭ୍ୟା ପ୍ରଦୀପ୍ତା ଦାସ, ମିଲି ରଥ, ଅଞ୍ଜଳି ପଣ୍ଡା, ସୌଦାମିନୀ ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ ଏହି ତିନି ଧରି ଚାଲିଥିବା କାର୍ଯ୍ୟକ୍ରମ କୁ ପରଦା ପଛରେ ଶକ୍ତି ବାହିନୀ ସଭାପତି ଙ୍କ ସ୍ୱାମୀ ଦୁତୀୟା ପଣ୍ଡା ରହି ଅତି ସରସ ସୁଦର ସହ ପରିଚାଳନା କରିଥିଲେ


Share: