ରଜ ମହଉତ୍ସବ

Share:

ଦିଲ୍ଲୀପ କୁମାର ସ୍ବାଇଁ ଙ୍କ ରିପୋର୍ଟ

ଖୋର୍ଦ୍ଧା :ଖୁର୍ଦ୍ଧା ଜିଲ୍ଲା. ଚିଲିକା ବ୍ଲକ ସୋରଣ ଠାରେ ରଜ ମହୋଉତ୍ସବ ପାଳନ ଚାଲିଛି ଚିଲିକା ବ୍ଲକ ଅଧିନସ୍ତ ଐତିହାସିକ ସୋରଣ ଠାରେ ମା ଭଗବତୀ ରଜ କମିଟି ସଭାପତି. ସରପଞ୍ଚ ସେସଦେବ ବେହେରା.

ପୂର୍ବତନ ସରପଞ୍ଚ ବିଦ୍ୟାଧର ନରେନ୍ଦ୍ର ଙ୍ଛୁଆଳସିଂହ. ଲଷ୍ମୀ ଧର ବରାଳ ଙ୍କ ନେତୃତ୍ୱରେ ଶାନ୍ତିସୃଙ୍ଗଳାରେ ଆନୁଷ୍ଟାନିକ ଭାଵେ ଉଦଘାଟିତ ହୋଇଯାଇଅଛି ଏହି ଉତ୍ସବ ଗତ 14ତାରିଖ ଠାରୁ ଆରମ୍ଭ ହୋଇଥବାବେଳେ ta18. ତାରିଖରେ ସମାପନହେବ ଏଠାରେ ଯାତ୍ରା ଦରବାର ତାର ନାଟକ ବଜାୟ ରଖିଛି ଆଖପାଖ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଓ ଭକ୍ତଝିଅବୋହୁମାନେ ନିଜର ଆରାଧ୍ୟା ଦେବୀଙ୍କ ପାଇଁ ପୋଡ଼. ମଣ୍ଡାପିଠା ଆଦି ଭୋଗକରିବାକୁ ନେଇଆସିଥାନ୍ତି କରୋନା କଟକଣା ଯୋଗୁ ଦୁଇ ବର୍ଷ ଧରି ମା ଭଗବତୀ ପୀଠ ଶୂନସାନଥିଲା ଏବର୍ଷ କିନ୍ତୁ ମା ଭଗବତୀପୀଠ ଚଳଚଂଚଳ ହୋଇଉଠିଛି ଗତକାଲିଠାରୁ ଭକ୍ତ ଏବଉଁ ଯାତ୍ରା ଦର୍ଶକଙ୍କ ସୁଅ ଛୁଟିବାରେଲାଗିଛି


Share: