କାଶୀପୁର ସ୍ଥିତ ହରପଲ କମ୍ପାନୀ ମାଲିକ ଏବଂ ବ୍ଯବସାୟୀ କୃଷ୍ଣ ମହାପାତ୍ରଙ୍କ ନାମରେ ବ୍ଲକ ବାସୀନ୍ଧାଙ୍କ ଅଭିଯୋଗ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ
ରାୟଗଡା :ରାୟଗଡ ଜିଲ୍ଲା କାଶୀପୁର ବ୍ଲକର ଶହଶହ ସଂଖ୍ଯାରେ ମହିଳା ଓ ପୁରୁଷ ଆଜି ସ୍ଥାନୀୟ ଜିଲ୍ଲା ପ୍ରଶାସନଙ୍କୁ ଏକ ଦାବିପତ୍ର ପ୍ରଦାନ କରି କୃଷ୍ଣ ମହାପାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ଯନୁଷ୍ଠାନ ପାଇଁ ଦାବୀ କରିଛନ୍ତି | ଏଥି ସହ ମୁଖ୍ଯ ମନ୍ତ୍ରୀ ଓଡିଶା, 5ଟି ସଚିବ ଓଡିଶା ଏବଂ ଭିଜିଲାନ୍ସ ବିଭାଗକୁ ଏହାର ଏକକିତା ନକଲ ପ୍ରଦାନ କରିଥିବା ଦାବୀପତ୍ରରେ ଉଲ୍ଲେଖ ରହିଛି | ସୂଚନାରୁ ଜଣାପିଡିଛି ଯେ, କାଶୀପୁର ନିବାସୀ ପୂର୍ବତନ ବ୍ଲକ ଅଧ୍ଯକ୍ଷ, ବିଦ୍ରୋହୀ ବିଜେଡି ନେତା ତଥା ବ୍ଯବସାୟୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କଳାସାମ୍ରାଜ୍ଯର ଖୋଲାସ କରିଛନ୍ତି ଅଂଚଳବାସୀନ୍ଧା, ନିରୀହ ଆଦିବାସୀ ଓ ଦଳିତଙ୍କ ଜମିକୁ ସାଗମାଛ ଦାମରେ ଛଡାଇନେଇ ନିଜର ସାମ୍ରାଜ୍ଯ ବିସ୍ଥାର କରିବା, ସରକାରୀ ଅନୁଦାନକୁ ବାଟମାରଣା କରିବା, ଆଇଫାଡ୍ ଓ ବିଭିନ୍ନ ସଂସ୍ଥାକୁ ଗୋମର କରିବା ଭଳି ବିଭିନ୍ନ ଅଭିଯୋଗ କରିଛନ୍ତି |

ତେବେ ଆସନ୍ତୁ ଜାଣିବା ଆଜିର ଏହି ଦାବି ପତ୍ର ତର ଉଲେଖ ଅଛିଯେ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର 1992 ମସିହା ରେ ସରକାରୀ ଚାକରି ଛାଡି ରାଜନୀତି କୁ ଆସିଥିଲେ ଓ କାଶୀପୁର ବ୍ଲକ ର ଅଧକ୍ଷ ହୋଇଥଲେ ଏହି ସମୟରେ କେନ୍ଦ୍ର ସରକାର ଙ୍କ ଅନୁଦାନ ରର ଚାଲୁଥିବା ଆଇଫେଡ଼ ପ୍ରକଳ୍ପ କୁ ସିମେଣ୍ଟ ଯୋଗାଉଥିଲେ କିଂତୁ କମ ସିମେଣ୍ଟ ଦେଇ ଅଧିକ ପରିମାଣ ର ସିମେଣ୍ଟ ର ଟଙ୍କା ଉଠାଉଥିଲେ ଏହା ଏକ ସରକାରୀ ବାବୁ ଜାଣି କୃଷ୍ଣ ମହାପାତ୍ର ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ସରକାର କୁ ଜଣାଇଥିଲେ ଓ କେଶ ମଧ୍ୟ୍ୟ ହୋଇଥିଲା କିନ୍ତୁ ହାଇ କୋର୍ଟ ଯାଇ ସମୟ ମାଗି କେଶ କୁ ଦାବି ରଖିଛନ୍ତି ଏହାର ପୁନଃ ତଦନ୍ତ ପାଇଁ ଦାବି କରିଛନ୍ତି ଏନ ହେଚ ଏମ ଓ ଆଇ ଟି ଡି ଏ ରୁ 2010 ମସିହା ଠାରୁ 2015 ପର୍ଯ୍ୟନ୍ତ ଚାରା ରୋପଣ ରେ କୋଟି କୋଟି ଟଙ୍କା ଉଠାଇ ଆତ୍ମ ସାତ କରିଥିବା ର ଅଭିଯୋଗ ହୋଇଛି l କାଶୀପୁର ବ୍ଲକ ଭଳି ଏକ ପଛୁଆ ବର୍ଗର ଉନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁବେଳେ ଯଥା ସମ୍ଭବ ପ୍ରୟାସ କରି ଆସୁଛନ୍ତି କିନ୍ତୁ ବ୍ଲକ ତ ମୁଷ୍ଟିମେୟ ଅସାମାଜିକ ଓ କଳାବଜାରୀ ବ୍ୟକ୍ତି କୃଷ୍ଣ ମହାପାତ୍ର ବିଭିନ୍ନ ଯୋଜନା ର ଅର୍ଥ ବାଟ ମାରନା କରି ଉନତିରର ବାଧା ସୃଷ୍ଟି କରୁଛନ୍ତି ବୋଲି ଉଲେଖ ଅଛି ହରପ୍ରିୟା ଚେରିଟେବଲ ଟ୍ରଷ୍ଟ ନାମ ରର ସଂସ୍ଥା ମହାପାତ୍ର ଗଠନ କରି କିନ୍ତୁ କୌଣସି ଉନତି ମୂଳକ କମ କରୁନାହିଁ କିନ୍ତୁ ନିରୀହ ଆଦିବାସୀ ଓ ହରିଜନ ଙ୍କ ଜମି କୁ କମ ମୂଲ୍ୟ ରେ କିଣି ସେହିଜମି ରେ ଅର୍ଥକାରୀ ଫସଲ କରି ନିଜର ଲାଭ ଉଠଉଛନ୍ତି ଏହାର ତଦନ୍ତ ପାଇଁ ଦାବି କରିଛନ୍ତି କୃଷ୍ଣ ମହାପାତ୍ରଙ୍କ ରାଜନୈତିକ ହାତ କେଜାଣେ ଲମ୍ଭାକାଶୀପୁର ସ୍ଥିତ ହରବାଲ କମ୍ପାନୀ ମାଲିକ ଏବଂ ବ୍ଯବସାୟୀ କୃଷ୍ଣ ମହାପାତ୍ରଙ୍କ ନାମରେ ବ୍ଲକ ବାସୀନ୍ଧାଙ୍କ ଅଭିଯୋଗ
ରାୟଗଡ ଜିଲ୍ଲା କାଶୀପୁର ବ୍ଲକର ଶହଶହ ସଂଖ୍ଯାରେ ମହିଳା ଓ ପୁରୁଷ ଆଜି ସ୍ଥାନୀୟ ଜିଲ୍ଲା ପ୍ରଶାସନଙ୍କୁ ଏକ ଦାବିପତ୍ର ପ୍ରଦାନ କରି କୃଷ୍ଣ ମହାପାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ଯନୁଷ୍ଠାନ ପାଇଁ ଦାବୀ କରିଛନ୍ତି | ଏଥି ସହ ମୁଖ୍ଯ ମନ୍ତ୍ରୀ ଓଡିଶା, 5ଟି ସଚିବ ଓଡିଶା ଏବଂ ଭିଜିଲାନ୍ସ ବିଭାଗକୁ ଏହାର ଏକକିତା ନକଲ ପ୍ରଦାନ କରିଥିବା ଦାବୀପତ୍ରରେ ଉଲ୍ଲେଖ ରହିଛି | ସୂଚନାରୁ ଜଣାପିଡିଛି ଯେ, କାଶୀପୁର ନିବାସୀ ପୂର୍ବତନ ବ୍ଲକ ଅଧ୍ଯକ୍ଷ, ବିଦ୍ରୋହୀ ବିଜେଡି ନେତା ତଥା ବ୍ଯବସାୟୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କଳାସାମ୍ରାଜ୍ଯର ଖୋଲାସ କରିଛନ୍ତି ଅଂଚଳବାସୀନ୍ଧା, ନିରୀହ ଆଦିବାସୀ ଓ ଦଳିତଙ୍କ ଜମିକୁ ସାଗମାଛ ଦାମରେ ଛଡାଇନେଇ ନିଜର ସାମ୍ରାଜ୍ଯ ବିସ୍ଥାର କରିବା, ସରକାରୀ ଅନୁଦାନକୁ ବାଟମାରଣା କରିବା, ଆଇଫାଡ୍ ଓ ବିଭିନ୍ନ ସଂସ୍ଥାକୁ ଗୋମର କରିବା ଭଳି ବିଭିନ୍ନ ଅଭିଯୋଗ କରିଛନ୍ତି | ତେବେ ଆସନ୍ତୁ ଶୁଣିବା ଅଭିଯୋଗ କାରି କଣ କହୁଛନ୍ତି | କୃଷ୍ଣ ମହାପାତ୍ରଙ୍କ ରାଜନୈତିକ ହାତ କେଜାଣେ ଲମ୍ଭା ବୋଲି ଲୋକେ କହନ୍ତି | ବ୍ଲକ ଅଧ୍ଯକ୍ଷ କାନ୍ଥ ମାଝୀ ଓ ଜିଲ୍ଲା ପରିଷଦ ଅଧ୍ଯକ୍ଷା ସୁଶ୍ରୀ ସରସ୍ବତୀ ମାଝୀ ଓ ଅଞ୍ଚଳର ନେତୃବର୍ଗଙ୍କ ପ୍ରତ୍ଯେକ୍ଷ ତତ୍ବାବୋଧାନରେ ହଜାର ହଜାର ସଂଖ୍ଯାରେ ମହିଳା ଓ ପୁରୁଷ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମନାଥ ପ୍ରଧାନଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି | କୃଷ୍ଣ ମହାପାତ୍ରଙ୍କୁ ବିରୋଧ କରୁଥିବା ଦାବୀପତ୍ରରେ ଉଲ୍ଲେଖ ରହିଛି, କିନ୍ତୁ ଅଭିଯୋଗକାରୀ ମାନେ ଗଣମାଧ୍ଯମକୁ ସୂଚନା ଦେବା ବେଳେ ନିଜ ପ୍ରତିକ୍ରିୟାରେ କୃଷ୍ଣ ମହାପାତ୍ରଙ୍କ ନାମ ନେଇନଥିଲେ | କିନ୍ତୁ ଆଜିର ଏହି ଦାବୀ ସର୍ବଦଳୀୟ ଥିବା କହିଥିଲେ | ତେବେ ଦେଖିବାକୁ ବାକି ରହିଲା ଏହି ଅଭିଯୋଗ କେତେଦୂର କାର୍ଯ୍ଯକାରି ହେଉଛି | ବୋଲି ଲୋକେ କହନ୍ତି | ବ୍ଲକ ଅଧ୍ଯକ୍ଷ କାନ୍ଥ ମାଝୀ ଓ ଜିଲ୍ଲା ପରିଷଦ ଅଧ୍ଯକ୍ଷା ସୁଶ୍ରୀ ସରସ୍ବତୀ ମାଝୀ ଓ ଅଞ୍ଚଳର ନେତୃବର୍ଗଙ୍କ ପ୍ରତ୍ଯେକ୍ଷ ତତ୍ବାବୋଧାନରେ ହଜାର ହଜାର ସଂଖ୍ଯାରେ ମହିଳା ଓ ପୁରୁଷ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମନାଥ ପ୍ରଧାନଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି | କୃଷ୍ଣ ମହାପାତ୍ରଙ୍କୁ ବିରୋଧ କରୁଥିବା ଦାବୀପତ୍ରରେ ଉଲ୍ଲେଖ ରହିଛି, କିନ୍ତୁ ଅଭିଯୋଗକାରୀ ମାନେ ଗଣମାଧ୍ଯମକୁ ସୂଚନା ଦେବା ବେଳେ ନିଜ ପ୍ରତିକ୍ରିୟାରେ କୃଷ୍ଣ ମହାପାତ୍ରଙ୍କ ନାମ ନେଇନଥିଲେ | କିନ୍ତୁ ଆଜିର ଏହି ଦାବୀ ସର୍ବଦଳୀୟ ଥିବା କହିଥିଲେ | ତେବେ ଦେଖିବାକୁ ବାକି ରହିଲା ଏହି ଅଭିଯୋଗ କେତେଦୂର କାର୍ଯ୍ଯକାରି ହେଉଛି |


Share: