୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହର କ୍ଷେତ୍ରସ୍ତରୀୟ ପ୍ରସ୍ତୁତି ସମୀକ୍ଷା କରିଛନ୍ତି

Share:

ସମୀର ରଞ୍ଜନ ନାୟକ ଓଡିଶାବ୍ୟୁରୋଚିଫ

ଭୁବନେଶ୍ୱର :ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହର କ୍ଷେତ୍ରସ୍ତରୀୟ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଭୁବନେଶ୍ବର-କଟକ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡିସିପି ଶ୍ରୀ ପ୍ରତୀକ ସିଂଙ୍କ ସମେତ ବିଭାଗର ନିର୍ଦ୍ଦେଶକ ଓ ଅଧିକାରୀ ଉପସ୍ଥିତ ଥିଲେ।


Share: