ଅଶୋକ କୁମାରଙ୍କ ପରିବାରଙ୍କୁ ଭେଟିଲେ ଶ୍ରମ ମନ୍ତ୍ରୀ

Share:

ଓଡିଶା ବ୍ୟୁରୋ

ଗଞ୍ଜାମ :ପୋଲସରା ବ୍ଲକ ଅନ୍ତର୍ଗତ ଚନ୍ଦ୍ରମାଦେଇପୁର ଗ୍ରାମର ଅଶୋକ କୁମାର କର (ବୟସ-୫୦) ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।


Share: