ଲଘୁଚାପ ଜନିତ ବର୍ଷା ର ଖୟକ୍ଷତି ଆକଳନ
ନିଆଳି :20/9/2021କଟକ ଜିଲ୍ଲା ଅନ୍ତର୍ଗତ ନିଆଳୀ ବ୍ଲକର କପାସି, ଜଲ୍ଲାରପୁର, ନୂଆଗାଁ, ମାଧବ, ଷଡ଼ାସ, ନିଆଳୀ ଓ କୃଷ୍ଣ ପ୍ରସାଦ ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରେ ଲଘୁଚାପ ଜନିତ ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ମାନ୍ୟବର ବିଧାୟକ ତଥା କଟକ ଜିଲ୍ଲା ଯୋଜନା କମିଟି ଅଧକ୍ଷ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ମହୋଦୟ ସହିତ ତହସିଲଦାର ନିଆଳୀ ଓ ସହକାରୀ କୃଷି ଅଧିକାରୀ, ସହକାରୀ ଉଦ୍ୟାନ ଅଧିକାରିଣୀ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଷଡ଼ଙ୍ଗୀ, ଆତ୍ମା ଅଧକ୍ଷ ଆଦିତ୍ୟ ପାଣି ବିଭିନ୍ନ ସ୍ଥାନ ପରି ଦର୍ଶନ କରିଛନ୍ତି।