ଅତିଥି ପକ୍ଷୀଙ୍କ ଚିକିରି ମିକିରି ରାବରେ ମୁଖରିତ ଚିଲିକା

Share:

ଓଡିଶା ବ୍ୟରୋ

ଭୁବନେଶ୍ୱର :ଅତିଥି ପକ୍ଷୀଙ୍କ ଚିକିରି ମିକିରି ରାବରେ ମୁଖରିତ ହୋଇଉଠିଛି ଚିଲିକା ମରାଳ ମାଳିକା ନୀଳମ୍ବ ଚିଲିକା l ଚିଲିକା ନୀଳଜଳରାଶିରେ ଅତିଥି ପକ୍ଷୀଙ୍କ ଜଳକ୍ରୀଡା ପର୍ଯ୍ୟଟନମାନଙ୍କର ବେଶ ମନରଞ୍ଜନ କରୁଛି l କାହିକେଉଁ ଦୂରରାଇ ଜରୁ ନୀଳ ଆକାଶରେ ଡେଣା ଝାଡ଼ି ଏଇ ପକ୍ଷୀ ମାନେ ଆସନ୍ତି l ପତିବର୍ଷ ଅକ୍ଟୋବର ମାସରେ ଚିଲିକା କୁ ପକ୍ଷୀମାନଙ୍କ ସୁଅ ଛୁଟି ଥାଏ ଅତିଥି ପକ୍ଷୀ ମାନେ ହଜାର ହଜାର ମାଇଲ ଅତିକ୍ରମ କରି ବିଭିନ୍ନ ଜାତିର ପକ୍ଷୀ ଏସିଆ, ରୁଷ, ଆମେରିକା,ଚୀନ, ଅନେକ ଦେଶ ମାନଙ୍କରୁ ଏହି ପକ୍ଷୀ ଚିଲିକା କୁଆସିଥାନ୍ତି lପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ଚିଲିକା ବନ୍ୟ ପ୍ରାଣୀ ଭିଭଗ ତରଫରୁ ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ଜନସଚେତନା କାର୍ଯ୍ୟକ୍ରମ କାରଯାଇଥାଏ l ତେବେ ମକର ସଂକ୍ରାନ୍ତି ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ପରେ ତାପ ମାତ୍ରାୟରେ ପରିବର୍ତ୍ତନ ହେଉଥିବାରୁ ପକ୍ଷୀମାନେ ଫେରୀଯାଇ ଥାନ୍ତି l


Share: