ମହାବୀର ଜିମ୍ନାସିଅମର ୧୩ତମ ବଡି ଲିଫଟିଂ ପ୍ରତିଯୋଗିତା ଅନୁଷ୍ଠିତ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର /କଟକ – କଟକ ସଦର ଅଥଙ୍ଗା ନିକଟ ମହାବୀର ଜିମ୍ନାସିଅମର ୧୩ ତମ ବଡି ଲିଫଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳର ବହୁ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ମହାବୀର ଜିମ୍ନାସିଅମ ପ୍ରତିଯୋଗିତାର ଆୟୋଜନ କରି କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଛି । ଏହି ପ୍ରତିଯୋଗିତାରେ ଅନୁଷ୍ଠାନର ଆଡ଼ଭାଇଜର ପ୍ରବୀନ ମିଶ୍ର, ସଭାପତି ସତ୍ୟ କୁମାର ଦାସ, ସମ୍ପାଦକ ଦୀପକ କୁମାର ସାହୁ,ସହ ସମ୍ପାଦକ ସଚିକାନ୍ତ ଓତା,ଅର୍ଗାନାଇଜର ମିଲନ ପରିଡା,ଅରବିନ୍ଦ ଆଚାର୍ଯ୍ୟ,ରାକେଶ କୁମାର ଆଚାର୍ଯ୍ୟ,ସୌମ୍ୟ ରଞ୍ଜନ ପଟ୍ଟନାୟକ,ପ୍ରସାଦ ଦାଶ, ସୁଶାନ୍ତ ମିଶ୍ର ଓ ସମସ୍ତ ସଭ୍ୟମାନେ ଉପସ୍ଥିତଥିଲେ।


Share: