ବଡ଼କୁଳ ଓଡିଆର୍ଟ ରେ ରଜରାଜକୁମାରୀ ପ୍ରତିଯୋଗିତା ସମାପ୍ତ ହୋଇଛି

Share:

ଦିଲ୍ଲୀପ କୁମାର ସ୍ବାଇଁ ଙ୍କ ରିପୋର୍ଟ

ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳସ୍ତିତ ଓଡି ଆର୍ଟ ସେଣ୍ଟର ପରିସରରେ ଚଳିତବର୍ଷ ରଜ ରାଜକୁମାରୀ ପ୍ରତିଯୋଗିତାରେ ଆଖ ପାଖ ଅଂଚଳର କଳାକାରମାନେ ଭଗନେଇଥିଲେ ଏବ ଯେଉଁମାନେ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ଓଡି ଆର୍ଟ ତରଫରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା ତୃତୀୟ ରଜଦିନ ରଜ ଉତ୍ସବରେ ମେହେନ୍ଦି ଓ ଲୋକନୃତ୍ୟ ପାନଭଙ୍ଗା. ପାନଖିଆ. ବେଣୀଖୋସା. ରଜଗିତ ଓ ବିଭିନ୍ନ କଳାକୁନେଇ ପ୍ରତିଯୋଗିତା ହୋଇଥିଲା ରଜଗୀତ. ଅନ୍ତାକ୍ଷରି ଏବଉଁ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି 2022 ରଜ ରାଜ କୁମାରୀ ଭାବେ ବାଣପୁର ଅଲାଇଡିହ ଗ୍ରାମର ଅର୍ଣ୍ଣପୂର୍ଣ୍ଣା ପଣ୍ଡା ବିଜୟୀହୋଇଛନ୍ତି ଏହି ପ୍ରତିଯୋଗିତା ରେ ବିଚାରକ ଭାବେ ତ୍ରିବିକ୍ରମପଣ୍ଡା ଓ ମୁଖ୍ୟ ଅତିଥିଭାବେ 15. ନମ୍ବର ଜୋନର ଜିଲ୍ଲାପରିଷଦ ଗୋପୀନାଥ ମହାରଣା ଯୋଗଦେଇଥିଲେ ସନମାନିତ ଅତିଥିଭାବେ ଶାଳିଆ ପ୍ରେସକ୍ଲବର ସଭାପତି କିଛି ସଦସ୍ୟଯୋଗଦେଇଥିଲେ ଓଡି ଆର୍ଟ ସଁସ୍ଥାର ସମ୍ପାଦକ ମାନସ ରଞ୍ଜନ ପଟନାୟକ. ସାସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାସ ଏବଉଁ ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନିର ସଭାପତି ରଙ୍କନାଥ ସେଠି ପ୍ରମୁଖ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ


Share: