ସୁଟକେସରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ପ୍ରେସମିଟରେ ପର୍ଦ୍ଦାଫାଶ କରିବ ପୋଲିସ

Share:

ସମୀର ରଞ୍ଜନ ନାୟକ ଓଡିଶାବ୍ୟୁରୋଚିଫ

ଖୋର୍ଦ୍ଧା :ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରୀପୁର ଜଙ୍ଗଲରୁ ସୁଟ କେଶ ମଧ୍ୟରୁ ମିଳିଥିବା ମୃତ ଦେହ ଘଟଣା ସମ୍ପର୍କରେ ତିନିଜଣଙ୍କୁ ଅଟକ ରଖିଛି ପୋଲିସ l ଆଜି ଦିନ ଗୋଟାଏ ବେଳେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ନାଚୁଣୀ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୁତ ସୂଚନା ପ୍ରଦାନ କରିବେ।


Share: