ଅଭିତକ ନ୍ୟୁଜ ଚ୍ୟାନେଲର ରାଜ୍ୟ ସମ୍ମିଳନୀର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି

Share:

ସମୀର ରଞ୍ଜନ ଓଡିଶାବ୍ୟୁରୋଚିଫ

ଭୁବନେଶ୍ୱର :ବୁଧବାରଦିନପୂର୍ବଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ଭାରତ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଅଭିତକ ନ୍ୟୁଜ ଚ୍ୟାନେଲର ରାଜ୍ୟ ସମ୍ମିଳନୀର ପ୍ରଥମ ଅଧିବେଶନ ଆରମ୍ଭ ହୋଇଯାଇଛି | ଉକ୍ତ ସମ୍ମିଳନୀରେ ଅଭିତକ ନ୍ୟୁଜ ଚ୍ୟାନେଲର ସମ୍ପାଦକ ମୁଖ୍ୟ ଅତିଥି ସାନମାନୀୟ ଶ୍ରୀଯୁକ୍ତ ମ୍ରମୋଦ କୁମାର ମଲ୍ଲିକ ଯୋଗ ଦେଇଥିଲେ ଏବଂ ତାଙ୍କ ସହିତ ଜଗତସିଂହପୁର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଲେଙ୍କା, ମୁଖ୍ୟ ଆବାହକ ସାମ୍ବାଦିକ କାଶୀନାଥ ଦାସ, ଓ କୋଷାଧକ୍ଷ ସାମ୍ବାଦିକ ଜଗବନ୍ଧୁ ଲିମା ଏହି ସମ୍ମିଳନୀକୁ ସୂଚରରୂପେ ପରିଚାଳନା କରିଥିଲେ | ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ଜିଲ୍ଲାର ପତ୍ରକାରମାନେ ଯୋଗ ଦେଇଥିଲେ | ଆଜିର ଏହି ପ୍ରଥମ ଅଧିବେଶନରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରମାଣ ସହକାରେ ଶିକ୍ଷ୍ୟା ପ୍ରଦାନ କରାଯାଇଥିଲା | ତା ସଙ୍ଗେ ସଙ୍ଗେ ପ୍ରତିବର୍ଷ ଭଳି ଅଭିତକ ନ୍ୟୁଜ ଚ୍ୟାନେଲର ଡ଼ାଇରୀ ୨0୨୩ ମସିହାର ଉନ୍ମୋଚନ କରାଯାଇଥିଲା


Share: