ବାଲୁଙ୍କେଶ୍ୱର ବିଦ୍ୟାପୀଠ ଦେଉଳି ୧୯୮୭ ବ୍ୟାଚର ବନ୍ଧୁମିଳନ ପର୍ବ

Share:

ଓଡିଶା ବ୍ୟରୋ

କଟକ : କଟକ ସଦର ୪୨ ମୌଜା ଉପକଣ୍ଠ ବାଲୁଙ୍କେଶ୍ୱର ବିଦ୍ୟାପୀଠ ଦେଉଳି ୧୯୮୭ ବ୍ୟାଚର ବନ୍ଧୁମିଳନ ପର୍ବ ଦହିଗାଁ ସ୍ଥିତ ଶ୍ରୀକ୍ଷେତ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୬ ବର୍ଷ ପରେ ପରସ୍ପରକୁ ନିକଟରେ ଦେଖି ବନ୍ଧୁ ବର୍ଗ ଆତ୍ମବିଭୋର ହୋଇ ଯାଇଥିଲେ । ଏହି ବନ୍ଧୁ ମିଳନ ଆଯୋଜକ ରେ ପ୍ରମୋଦ କୁମାର ପତି,ଗୋବିନ୍ଦ ମାଝୀ,ନିରଞ୍ଜନ ପ୍ରଧାନ,ବିଭୂତି ନାୟକ,ନିତ୍ୟାନନ୍ଦ ପତି,ଆଲୋକ ପ୍ରଧାନ,ମହେଶ୍ୱର ଭୋଇ,ଆରତୀ ଜେନା,ଅନୁଶୟା ଦାସ,ସରୋଜିନୀ ସ୍ବାଇଁ,ସୁଲେଖା ପତି,ଅନିତା ପତି ଏବଂ ଅନ୍ୟ ସାଥୀ ମନେ ଅଂଶ ଗ୍ରହଣ କରିଥିଲେ।


Share: