ଶ୍ରୀ ମନ୍ଦିର କୁ ସାନିଟାଇଜ କରାଯାଇଛି

Share:

ପୁରୀ :29/8/2021 ଆଜି ଶ୍ରୀ ମନ୍ଦିର କୁ ସାନିଟାଇଜ କରାଯାଇଛି । ସଖାଳୁ ଅଗ୍ନିଶ୍ରମ କର୍ମଚାରୀ ମାନେ ଆସି ଶ୍ରୀ ମନ୍ଦିର ଭିତରେ ଓ ବାହାର କୁ ସାନିଟାଇଜ କରିଛନ୍ତି । ପ୍ରତେକ ସପ୍ତାହ ର ଶନିବାର ଓ ରବିବାର ଶ୍ରୀ ମନ୍ଦିର ରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ଦୁଇ ଦିନ ଶ୍ରୀ ମନ୍ଦିର କୁ ସାନିଟାଇଜ କରାଜୀବ । ସେହିପରି ସୋମବାର ଜନ୍ମାଷ୍ଟମୀ ଥିବା ରୁ ଭକ୍ତ ଙ୍କ ଗହଳି ଆଶଙ୍କା କୁ ଦୁଷ୍ଟି ରେ ରଖାଜାଇ ସୋମବାର ଶ୍ରୀ ମନ୍ଦିର ଭକ୍ତ ଙ୍କ ପାଇଁ ବନ୍ଦ ରହିବ ।

ରିପୋର୍ଟ ଓଡିଶା ବ୍ୟୁର ଚିଫ ସମୀର ରଞ୍ଜନ ନାୟକ ।


Share: