ବିସ୍ପୋରଣ ରେ ୮ ବର୍ଷର ଶିଶୁ ଗୁରୁତର

Share:

ଭଗବାନ ପାଢ଼ୀ

ଗଞ୍ଜାମ ଜିଲ୍ଲା କୋଦଳା ଥାନା ମେଦିନୀପୁରୁ ଗ୍ରାମରେ ଆଜି ଦିନ ୨ ଘଣ୍ଟ ସମୟରେ ଏକ ବିସ୍ପୋରଣ ଘଟିଥିଲା ସେଇଥିରେ ଫାଶୀ ଗ୍ରାମର ବିନାୟକ ସାହୁ ଙ୍କ ପୁଅ ବିବେକାନନ୍ଦ ସାହୁ ଗୁରୁତର ଅବସ୍ଥାରେ କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଇଠାରେ ପ୍ରାଥମିକ ଚିକିଛା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ. କେ. ସିଜି କୁ ସ୍ଥାନତରିତ କରିଦିଆଯାଇଛି ଖବର ନେବାରୁ ଜଣାପଡିଛି କି ଫାଶୀ ଗ୍ରାମର ବିନାୟକ ସାହୁ ଙ୍କ ପୁଅ ବିବେକାନନ୍ଦ ସାହୁ ନିଜ ଆଇ ଘର ମେଦିନୀପୁର କୁ ବୁଲିବାକୁ ଯାଇଥିଲା ଘରେ ଖାଇସାରିବା ପରେ ଉପର ଘରକୁ ଶୋଇବାପାଇଁ ଯାଇଥିଲା କିଛିସମୟ ପରେ ସାଉଣ୍ଡ ଶୁଭିଥିଲା ଘରଲୋକେ ଯାଇ ଦେଖିଲା ବେଳକୁ ପିଲା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ସଙ୍ଗେ ସଙ୍ଗେ କୋଦଳା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦରେ ଭର୍ତି କରିଥିଲେ ସେଇ ଠାରେ ଅବସ୍ଥାସାଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ନେଇଛନ୍ତି ଘରଲୋକ କହିବା ମୁତାବକ ଘରେ କିଛି ପୁରୁଣା ବାଣ ଥିଲା ସେଇବାଣ ରେ ବିସ୍ପୋରଣ ହୋଇଥିଲା କିନ୍ତୁ ଘରକୁ ଦେଖିଲେ ଜଣାପଡୁଛି ଏହା କୌଣସି ଛୋଟ ବାଣର ବିସ୍ପୋରଣ ନୁହେଁ ଘଟଣା ସ୍ଥଳରେ କୋଦଳା ଥାନା ଆଇ ଆଇ ସି ଦେବାଶିଷ ମହାନ୍ତି, ଏସ ଡି ପିଓ ସୂର୍ଯ୍ୟମଣୀ ପ୍ରଧାନ କବିସୂର୍ଯ୍ୟନଗର ଥାନା ଆଇ ଆଇ ସି ପ୍ରଭାତ ସାହୁ ଘଟଣା ସ୍ଥଳେ ପହଂଚି ତଦନ୍ତ କରୁଛନ୍ତି ।


Share: