ଏଚ ଆଇ ଭି. ଏଡଶ ଉପରେ ସଚେତନତା

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା : ଗୋଦାବରୀଶ ମହାବିଦ୍ୟାଳୟ ରେ ଏଚ ଆଇଭି ମହାମାରୀ ଉପରେ ଏକ ସଚେତନତା ଶିବିର ଆୟୋଜନ ହୋଇଥିଲା ଏଠାରେ ଏଚ ଆଇଭି ଏଡଶ ଉପରେ ପ୍ରିବେନସନ କିପରି କରାଯାଇପାରିବ ତାହା ଉପରେ ଆଲୋଚନା ଚକ୍ର କରାଯାଇପାରିଛି. ଉକ୍ତ କଲେଜର ବହୁ ଛାତ୍ର ଛାତ୍ରୀ. ଅଧ୍ୟାପକ. ଅଧ୍ୟାପିକା ମାନେ ବହୁ ସଂଖ୍ୟା ରେ ଯୋଗଦାନ ଦେଇଥିଲେ ଏଠାରେ ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ରଶ୍ମିତା ମହାନ୍ତି, ଅଧ୍ୟାପକ ସର୍ବେଶ୍ୱର ଷଢଙ୍ଗୀ, ମନୋଜ ମହାପାତ୍ର ଓ ଖୋର୍ଦ୍ଧା ର ଡି ପି ଏମ ଶ୍ରୀ ବିଧାନ ଚନ୍ଦ୍ର ନାୟକ କେ ଏନ ପି ର ଡି ଆର ପି ଶଶିକାନ୍ତ ବରାଳ, ବାଣପୁର ସି ଏଚ ସି ର କାଉନସିଲର ଅଶୋକ କୁମାର ବେହେରା, ଯ଼ୋନାଲ ସୁପର ଭାଇଜର ସୁବ୍ରତ କୁମାର ସ୍ୱାଇଁ ଏ ବଉଁ ସମସ୍ତ କର୍ମଚାରୀ ମାନେ ଯୋଗଦାନ କରିଥିଲେ.ଏବଉଁ ଏନ ଏ ସି ଓ ତରଫରୁ ଟୋଲ ଫ୍ରି ନମ୍ବର 1097 ର ପ୍ରସାର ନିମିତ୍ତ ଜନ ଜାଗରଣ ପାଇଁ ଆହ୍ୱା


Share: