ବନ୍ଦ ଘରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର,ହତ୍ୟା ସନ୍ଦେହ

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଘାସିବିଲି ଓଡ଼ିଆ ସହି ରେ ଘଟିଛି ଏହି ଭଳି ଅଭାବନିୟ ଘଟଣା। ସୂଚନା ମୁତାବକ ଗ୍ରାମର 72 ବର୍ଷୀୟ ପ୍ରଭାକର ସାହୁ ଆଜି ତାଙ୍କ ପୁଅ ଅନ୍ତର୍ଯ୍ୟାମ ସାହୁ ଙ୍କ ଘରେ ଆଚେତ ଅବସ୍ଥାରେ ପଢିଥିବା ଦେଖିବାକୁ ମିଳିଥିଲା l

ପ୍ରଭାକର ଙ୍କ ବେକ, ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କ କାନ ରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି l ପ୍ରଭାକର ଙ୍କ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ଚର୍ଚ୍ଚା ହେଉଛି l ଅନ୍ୟପଟେ ଖବର ପାଇ ଧରାକୋଟ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛନ୍ତି ।


Share: