କର୍ମଚାରୀ ଦୃଷ୍ଟି ସୁରକ୍ଷା ଯୋଜନା ରେ ସୁବର୍ଣ୍ଣପୁର ଜିଲ୍ଲାର 60ରୁ ଉର୍ଦ୍ଧ୍ବ ପୋଲିସ୍ ଙ୍କ ଚକ୍ଷୁ ପରୀକ୍ଷଣ

Share:

ଶ୍ୟାମ ସୁନ୍ଦର ପଣ୍ଡା

ସୁବଅର୍ଣ୍ଣପୁର :ଆଜି ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡିଆ ପାଲି ଓ ସୁବର୍ଣ୍ଣପୁର ଜିଲ୍ଲାର ପୋଲିସ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲାର 60ରୁ ଉର୍ଦ୍ଧ୍ବ ପୋଲିସ୍ ଙ୍କ ଚକ୍ଷୁ ପରୀକ୍ଷଣ ଓ ଚଷମା ଶକାସେ ପରାମର୍ଶ ଦିଆ ଯାଇଥିଲା ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏ ସିବିର କୁ ଉଦ୍ ଘାଟନ କରିବା ସହିତ ପ୍ରତି ଆରକ୍ଷୀ ଙ୍କ ଆଖି ର ଯତ୍ନ ସକସେ ଏ ଶିବିର ସହାୟତା ହେବ ବୋଲି କହିଛନ୍ତି ।


Share: