ଅବକାରୀ ଚଢ଼ାଉ

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଓ କବିସୂର୍ଯ୍ୟନଗର ଅବକାରୀ ବିଭାଗ ର ମିଳିତ ଚଢାଉରେ ଏକ ଭାଗଂ ବୋଝେଇ ପିକଅପ ଭ୍ୟାନ କୁ ଜବତ କରିବାରେ ସକ୍ଷମ ହୋଇଛି ।
ପ୍ରାୟ 15 କୁଇଟାଲ ଭାଙ୍ଗ ଗଜପତି ଜିଲ୍ଲାର ମୋହନା ଅଂଚଳରୁ ପୁରୀ ଅଂଚଳକୁ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ସୂଚନା ପାଇ ଧରିବାରେ ସକ୍ଷମ ହୋଇଛି । ଏଥିସହ ଦୁଇଜଣଙ୍କୁ ମଧ୍ଯ ଗିରଫ କରିବାରେ ବିଭାଗ ସଫଳ ହୋଇଛି ।


Share: