ଆରମ୍ଭ ହେଲା ଚିଲିକା ରେ ଡଲପିନ ଗଣନା

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ଆଜି ଠାରୁ ଚିଲିକା ରେ ଡଲପିନଗଣନା ଆରମ୍ଭ ହୋଇଥିବା ସୂଚନା ମିଳିଛି l ଭୁବନେଶ୍ୱର ଚିଲିକାରେ ଆଜିଠାରୁ ଆରମ୍ଭ ହେଇଛି ଡଲଫିନ୍ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ବାଲୁଗାଁ ଓ ସାତପଡା ରେଞ୍ଜରେ ୧୮ଟି ଟିମ୍ ଗଠନ କରାଯାଇଛି । ୨୧,୨୨,ଓ ୨୩ତାରିଖ ତିନିଦିନଧରି ଗଣନା ଚାଲିବବୋଲି ସୂଚନା ମିଳିଛି । ସିଡିଏ ଓ ବନ୍ୟ ବିଭାଗର ମିଳିତ ଉଦ୍ୟମରେ ବର୍ତ୍ତମାନ ଗଣନା ଜାରି ରହିଛି । ଗତଥର ୧୬୪ଟି ଡଲଫିନ୍ ଚିଲିକାରେ ଗଣନା କରାଯାଇଥିଲା ।ଚିଲିକା ଉନ୍ନୟନ ବିଭାଗର କର୍ମଚାରୀ, ପରିବେଶବିତ୍ ଓ ଓୟୁଏଟି ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ମୋଟର ବୋଟରେ ଯାଇ ଜିପିଏସ୍ ଓ ବାଇନା କୁଲାର ସହାୟତାରେ ଗଣନା କରୁଛନ୍ତି ଡଲଫିନ୍


Share: