ପୁଣି ଆଉ ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋ ଚିଫ

ଭୁବନେଶ୍ୱର :ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ ପଡ଼ିଥିବା ସୂଚନା ମିଳିଛି ପ୍ରାପ୍ତ ସୂଚନା ଅନୁଯାଇ l କଳାହାଣ୍ଡି ଜିଲ୍ଲା କେ.ଗାଁ ଉତ୍ତର ବନଖଣ୍ଡ ଅନ୍ତର୍ଗତ କେ. ଗାଁ ରେଞ୍ଜ ଅଫିସର କେଶବ ମାଝୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ରେଡ୍ କରିଛି । କଳାହାଣ୍ଡି ଜିଲ୍ଲାରେ ଥିବା ତାଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି ।


Share: