ଟ୍ରାକ୍ଟର ଦୁର୍ଘଟଣା ରେ ଜଣେ ମୃତ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଠାରୁ ମଣିପୁର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଚାଲୁଥିବା ବେଳେ ସେହି କାମ ସକାଶେ ଟ୍ରାକ୍ଟର ନମ୍ବର odo7 j0415 ରେ ମୁରୁମ ନେଇ ଯାଉଥିବା ସମୟରେ ଭାରଶ୍ୟାମ ହରାଇ ଖାରିଦଣ୍ଡା କେନାଲ ଭିତରକୁ ଖସିପଡ଼ିଥିଲା ଘଟଣା ସ୍ଥଳରେ ହିଁ କୋଦଳା ଗୌଡ଼ସାହିର ଝଡ଼ିଆ ଗୌଡ଼ ଡ୍ରାଇଭର ଙ୍କ ମୃତ୍ୟୁ ହୋଇଥିବାବେଳେ କୋଦଳା ପୋଲିସ ପହଞ୍ଚି ତଦନ୍ତ ଚଳାଇ ଛନ୍ତି ।


Share: