ଯୁବ ସମାଜସେବୀ ତଥା ସ୍ତମ୍ଭକାର ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ ୪୨ମୌଜରେ ବହୁବିଧ ସେବାକାର୍ଯ୍ୟ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

କଟକ – କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ୪୨ମୌଜ଼ା ଶାଖା ତରଫରୁ ଦଧିବାମନପୁର ପଞ୍ଚାୟତ ବହଳପଡା ଗ୍ରାମରେ ପରିଷଦର ଶୀତଦିନିଆ ସେବା କାର୍ଯ୍ୟକ୍ରମ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ହୋଇ କମଳ ବଣ୍ଟନ ସହ ଜନ ସାଧାରଣ ମାନଙ୍କୁ କରୋନା ସଚେତନତା ବାର୍ତ୍ତା ପ୍ରଚାର ଏବଂ ତୁଣ୍ଡି ବଣ୍ଟନ କରାଯାଇଛି । କୃଷକ ନେତା ଦେବୀ ପ୍ରସାଦ ପତିଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ଅବସର ପ୍ରାପ୍ତ ଡାରେକ୍ଟର ଓ ରୋଟାରୀ କ୍ଲବର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି ଅତିଥି, କାର୍ଯ୍ୟକର୍ତ୍ତା ବର୍ଗ ଜୟନ୍ତି ସାହୁ,ରାଜଶ୍ରୀ ମିଶ୍ର,ଅନିତା ସାହୁ ,ଅନିଲ ମହାପାତ୍ର,ସୁରେଶ ପ୍ରଧାନ,ପୁଷ୍ପଲତା ଭୋଇ,ସଞ୍ଜୁ ଭୋଇ, ସବିତା ଭୋଇ, ସୁଲୋଚନା ଭୋଇ, ଉମା ଭୋଇ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।


Share: