କୈଳାଶ ପୁର ମଙ୍ଗଳ ବିଭାଗ ର ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ରେ ଭଗବାନ ଙ୍କ ଫୋଟ ଚିତ୍ର ପ୍ରତି ଅବମାନନା

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜ଼ିଲ୍ଲା ର ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ କୋଳନରା ବ୍ଲକ ର କୈଳାଶପୁର ଉଚ୍ଚ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଦେବଦେବୀଙ୍କୁ କିପରି ଭାବେ ଅଣଦେଖା କରାଯାଇଥିଲା l ବିଭିନ୍ନ ସରକାରୀ କିମ୍ବା ବେସରକାରୀ କାର୍ଯ୍ୟକ୍ରମ ରେ ଭଗବାନ ଙ୍କ ଫୋଟ ଚିତ୍ରକୁ ମଞ୍ଚର ସମୁଖରେ ରଖି ପୁଷ୍ପା ମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଏ l କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟ ର କଥା ଏହି ସ୍କୁଲ ର କର୍ମଚାରୀ ଓ ପ୍ରଧାନ ଶିକ୍ଷକ ଏହି କାର୍ଯ୍ୟକ୍ରମ ରେ ଦେବା ଦେବୀଙ୍କୁ ଅଣ ଦେଖା କରିବାର ଦେଖିବା ର ମିଳିଛି l ମଞ୍ଚରେ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଙ୍କ ଙ୍କ ପଛରେ ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର କୁ ଫୋଟ ଚିତ୍ର ରଖାଯାଥିଲା l ଅତିଥି ମାନେ ଭଗବାନ ଙ୍କ ଠାରେ ପୁଷ୍ପା ମାଲ୍ୟ ଅର୍ପଣ ସହିତ ପ୍ରଦିପ ପ୍ରଜ୍ୱଳନ କରିଥିଲେ l ମଞ୍ଚରେ ଅତିଥି ମାନେ ଆଗରେ ବସିଥିବାବେଳେ ଜଗତ ର ନାଥ ପ୍ରଭୁ ଜଗନ୍ନାଥ ଅତିଥି ଙ୍କ ପଛରେ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରୁଥିବା ର ଦେଖିବାକୁ ମିଳିଛି l ମୁଖ୍ୟଅତିଥି ସମ୍ମାନିତ ଅତିଥି ଓ ନିର୍ବାଚିତ ଜନ ପ୍ରତିନିଧି ଓ ନିର୍ବାଚିତ ମହିଳା ଜନପ୍ରତିନିଧି ଙ୍କ ସ୍ୱାମୀ ମାନେ ମଞ୍ଚରେ ଦେଖିବା କୁ ମିଳିଥିଲା l ଦେବା ଦେବି ଙ୍କ ପ୍ରତି ଅଣଦେଖା କରି ନିର୍ବାଚିତ ପ୍ରତିନଧି ଙ୍କୁ ଅଧିକ ଗୁରୁତ୍ୱ ଦେବାର ଦେଖିବା କି ମିଳିଥିଲା l


Share: