ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

Share:

ନିତ୍ୟ ସୁନ୍ଦର ଜେନା

ମହାକାଳପଡା:କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅନ୍ତର୍ଗତ ବାଲିକୁଦା ଗ୍ରାମ ବାଲିଘାଟ ନିକଟରେ ଲୁଣା ନଦୀରେ ଏକ ଅଜଣା ବ୍ୟକ୍ତିର ଶବ ଭାସୁଥିବାର ଖବର ମିଳିଳା ପରେ ମାର୍ଶାଘାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ମୂଖ୍ୟ ଚିକିତ୍ସାଳୟ କୁ ପଠାଇ ବା ସହିତ ଘଟଣା ର ତଦନ୍ତ ଆରମ୍ଭ କରିଅଛନ୍ତି ଶବଟି ସମ୍ପୁର୍ଣ୍ଣ ଭାବେ ପାଣିରେ ଭିଜି ଭିଜି ପଚିଯାଇଅଛି ପାଖାପାଖି ଏରିଆଟି ଗନ୍ଧରେ ଫାଟି ପଡୁଥିଲା ତେଣୁ ପୋଷ୍ଟବଟମ ରିପୋର୍ଟ ଆସିବା ପରେ ମୃତ୍ୟୁ ସମ୍ପର୍କରେ ତଥ୍ୟ ମିଳିପାରେ ବା ଶବ ଚିହ୍ନଟ ହେବାପରେ ଲୋକ ଟି କେଉଁ ଅଞ୍ଚଳର ଓ ତାର ପରିଚୟ କ’ଣ ସେ ବିଷୟ ରେ ଜଣା ପଡ଼ିବ


Share: