ନିମ୍ନମାନର ମିଠାବିକ୍ରି ଅଭିଯୋଗ

Share:

ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ରିପୋର୍ଟ

ଖୋର୍ଦ୍ଧା :ଖୁର୍ଦ୍ଧା ଜିଲ୍ଲା ବାଣପୁର ଗମ୍ଭାରୀମୁଣ୍ଡା. ରାକ୍ଷୀ ଉପଲକ୍ଷେ ମିଠାଦୋକାନୀ ମିଠାପ୍ରସ୍ତୁତ କରିରଖିଲେଣି ସରକାରଙ୍କ ଆଇନିଅନୁଯାଇ ମିଠାଦୋକାନଗୁଡିକରେ ରଖାଯାଇଥିବମିଠା ଥାଳି. ଟ୍ରେ ଅବା କଣ୍ଟେନରରେ ଦୋକାନୀମାନେ ତିଆରି ଓ ଏସ୍କପାଏରି ତାରିଖ ସୂଚିତ କରିବାପାଇଁ କଡାନିର୍ଦେଶ ରହିଛି ମାତ୍ର ଫୂଡ଼ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ନିୟମକୁ ସ୍ଥାନୀୟ ମିଠାଦୋକାନୀ ମାନୁନଥିବା ଅଭିଯୋଗ ହେଉଛି ଅନେକ ସମୟରେ ମିଠାର ଉଚିତ ମୂଲ୍ୟଦେଇ ଗ୍ରାହକମାନେ ନିମ୍ନମାନର ମିଠା କିଣୁଥିବା ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ଫୂଡ଼ ସେଫଟି ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରିବାପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି


Share: