ସେସୁ ମିଟର ରିଡିଙ୍ଗ ଓ଼ ବିଲ କଲେସନ କର୍ମଚାରୀ ସଂଘ ତରଫରୁ ଶୋଭାଯାତ୍ରା

Share:

ପୁରୀ ରୀ ରଞ୍ଜନ ଦାସ ଙ୍କ ରିପୋର୍ଟ ।

ସେସୁ ମିଟର ରିଡିଙ୍ଗ ଓ଼ ବିଲ କଲେସନକର୍ମଚାରୀ ସଂଘ ତରଫରୁ ଗୁଣ୍ଡିଚା ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରୀ ରେଡ଼କ୍ରସ ରୋଡ଼ tpcodl କାର୍ଯ୍ୟଳୟ ଠାରେ ପହଂଚିଥିଲା l ସୂଚନା ଯୋଗ୍ୟ ଯେ 13ଦଫା ଦାବୀ ନେଇ ସାତ ତଦିନ ପୂର୍ଵରୁ ମଧ୍ୟ ବରମ୍ବା ଠିକାକର୍ମଚାରୀ ମାନେ ଏସମ୍ପର୍କରେ ଦାବୀ ପତ୍ର ଦେଇଥିଲେ ମଧ୍ୟ ଵର୍ତମାନ ସୁଦ୍ଧା କର୍ମଚାରୀ ଙ୍କର ଦରମା ସମସ୍ୟା ଇ. ପି. ଏଫ. ଓ ଇ. ଏସ. ଏଇ ସମସ୍ୟା ବାତ୍ୟା ଟଙ୍କା ନ ମିଳିଅବା ସର୍ବନିମ ମଜୁରୀ ଦାବୀ ଗୁଡ଼ିକ ନେଇ tpcodl ପୁରୀ କିମ୍ବା ଫ୍ରାନଚାଇଜ ମାନେ ସମାଧାନ କରୁନାହାନ୍ତି ଏହାର ପ୍ରତିବାରେ ଆଜି ପୁରୀ କାର୍ଯ୍ୟଳୟ ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛିl ଯେପର୍ଯ୍ୟନ୍ତ ଦାବୀ ପୂରଣନହୋଇଛି କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦିଆ ଯିବ ବୋଲି ସଂଘର ବରିଷ୍ଠ କର୍ମକର୍ତ୍ତା କହିଛନ୍ତି।


Share: