ଦେଉଳି ଠାରେ ରାତ୍ରି କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Share:

ଓଡିଶା ବ୍ୟୁରୋ

କଟକ : କଟକ ସଦର ୪୨ ମୌଜା ଦେଉଳି ଠାରେ ଏକ ରାତ୍ରି କାଳୀନ କ୍ରିକେଟ୍ୱା ନ ଡ୍ରପ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଏଥିରେ ୪ଟି ଟିମ୍ ଭାଗ ନେଇଥିଲା । ଫ୍ରେଣ୍ଡସ ୭,ସେଭେନ୍ ଷ୍ଟାର,ସାଇନିଙ୍ଗ ଷ୍ଟାର,ଦ ବସ୍ ଅଂଶ ଗ୍ରହଣ କରି ଫାଇନାଲ ମ୍ୟାଚରେ ସାଇନିଙ୍ଗ ଷ୍ଟାରକୁ ହରେଇ ସେଭନ୍ ଷ୍ଟାର ଚମ୍ପିୟାନ ହୋଇଛି । ଚମ୍ପାୟନ୍ ଟିମ୍କୁ ୨୦୦୦ ସହିତ ଗିଫ୍ଟ,ରନସ୍ ଅପ୍ ଟିମ୍କୁ ୧୫୦୦ ସହିତ ଗିଫ୍ଟ ପଦାନ କରାଯାଇଛି । ଏହି ଖେଳ ଟିକୁ ଗାଁର ମୁରବି ଲୋକ ଉଦଘାଟନ କରିଥିଲେ ।


Share: