ଜଳଛତ୍ର ଶୁଭ ଉଦ୍ଧଘାଟନ

Share:

ଭଗବାନ ପାଢ଼ୀଙ୍କ ରିପୋର୍ଟ

ଗଞ୍ଜାମ :କୋଦଳା କଲେଜ ଠାରେ ଜଳ ଛତ୍ର ର ଶୁଭ ଉଦ୍ଧଘାଟନ କଲେ ବିଧାୟିକା

କୋଦଳା -ଗଞ୍ଜାମ ଜିଲ୍ଲା କୋଦଳା ଗୌରାଦେଇ ପୁରୁ ଠାରେ ଥିବା ଲଷ୍ମୀନାରାୟଣ ମହାବିଦ୍ୟାଳୟ ଠାରେ ବିଜୁଛାତ୍ର ଜନତାଦଳ ତରଫରୁ ଜଳଛତ୍ର ଆୟୋଜନ କରାଯାଇଥିଲା ଏହାର ଶୁଭ ଉଦ୍ଧଘାଟନ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କରିଥିବାବେଳେ ଆଗାମୀ ଦିନରେ ସମସ୍ତ ସ୍କୁଲ ମାନଙ୍କରେ ମଧ୍ୟ୍ୟ ଏହି ଜଳ ଛତ୍ର ଖୋଲିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ବିଧାୟିକା କଲେଜର ଅଧ୍ୟକ୍ଷ ରଘୁନାଥ ମୁଦୁଲି,ବିଷ୍ଣୁ ଚରଣ ସେଠି, ସାଗର ଚାନ୍ଦ ପାତ୍ର, ରେଣୁବାଳା ନନ୍ଦ ଙ୍କ ସମେତ ସମସ୍ତ ଷ୍ଟାଫ କଲେଜର ଯୋଉ ସବୁ ସମସ୍ୟା ଅଛି ତାହାରି ଉପରେ ବିଧାୟିକା ଙ୍କ ସହ ଆଲୋଚନା କରିଥିଲେ

ବିଧାୟିକା ବିଭିନ୍ନ ଫଣ୍ଡରୁ କଲେଜ ପାଇଁ ସାହାଯ୍ୟ କରିଛନ୍ତି ଏବଂ ଆଗାମୀ ଦିନରେ କଲେଜ ଚାରିପଟେ ବାଉଣ୍ଡରୀ କରିବା ସହ ଅନ୍ୟ ଯାହା ସମସ୍ୟା ଅଛି ତାକୁ ମଧ୍ୟ୍ୟ ଯଥା ସମ୍ଭବ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି
ଏହି କାର୍ଯ୍ୟକ୍ରମ ରେ କୋଦଳା ଏନଏ ସି ର କାଉଁସି ଲର,ଭଗବାନ ପାଢ଼ୀ,ମନୋରଞ୍ଜନ ଡାକୁଆ,ସିମାଞ୍ଚଳ ଖଟେଇ,ଜିତେନ୍ଦ୍ର ପ୍ରଧାନ, ଙ୍କ ସମେତ ବିଜୁଯୁବ ସଭାପତି ସୁଦାମ ମହାନ୍ତି, ବିଜୟକୁମାର ମହାପାତ୍ର, ରୂପ ରଞ୍ଜନ ସାହୁ, ପରି ସାହୁ, ଟୁନା ପାଢ଼ୀ ଙ୍କ ସମେତ ବୋହୁ ବିଜେଡି କର୍ମୀ ଯୋଗ ଦେଇ ଥିଲେ


Share: