ଓଡ଼ିଆ ଭୁବନ nac ୬ ନଂ ୱାର୍ଡ ରେ ଭୟାଭଅ ଅଗ୍ନିକାଣ୍ଡ April 21, 2022April 21, 2022 Sandeep Mitra Share: ପପୁ ସାହୁ ଙ୍କ ରିପୋର୍ଟ । ଢେଙ୍କାନାଳ :ଅଗ୍ନିକାଣ୍ଡ ରେ ସୁବଳ ବେହେରା ଙ୍କ 4 ବଖରା ଘରସହ ସମସ୍ତ ଆସବାହ ପୋଡି ପାଉଁଶ । ବିଦ୍ୟୁତ ସର୍ଟସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ ନିଆଁ କୁ ଆୟତ୍ତ କଲା ଭୁବନ ଅଗ୍ନିଶମ ବାହିନୀ । ଘଟଣାସ୍ଥଳ ରେ ପହଂଚିଲେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କାମାକ୍ଷାନଗର ଉପଜିଲ୍ଲାପାଳ ଓ ଭୁବନ ନଗରପାଳ। Share:Sandeep Mitra