ରାସ୍ତା କଡରେ ଯୁବକଙ୍କ ମୃତ ଦେହ ଠାବ।ହତ୍ୟା ସନ୍ଧେହ

Share:

ଗଞ୍ଜାମ :28/8/2021ଆସିକା ଥାନା କୋଟିନଡା ଫାଣ୍ଡି ଧୋବାଡି ଗ୍ରାମର ରାସ୍ତା କଡରେ ଥିବା ଏକ ଘରର ବାରଣ୍ଡାରେ ଏକ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା।ଫଳରେ ସ୍ଥାନୀୟ ଲୋକେ କୋଟିନଡା ଫାଣ୍ଡି କୁ ଖବର ଦେଇଥିଲେ।ମୃତକ ଜଣକ ହେଲେ ମାଗୁରା ଗ୍ରାମର କିଶୋର ସାହୁଙ୍କ ପୁଅ କାଳିଆ ସାହୁ ବୟସ 32।ସେ ଗତ କାଲି ରାତିରୁ ଘରେ ନଥିଲେ।ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି।ହେଲେ ଏଯାବତ ମୃତ୍ୟୁ ର କାରଣ ସ୍ୱଷ୍ଟ ଜଣା ପଡ଼ିନାହିଁ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: