ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ମରଣ ଯନ୍ତା ପାଲଟିଛି

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଗ୍ରାମ୍ୟ ଉନୟନ ବିଭାଗ ରାୟଗଡା ପକ୍ଷରୁ ପେକେଜ ନମ୍ବର ଓ ଆର.27.508 ଅନୁଯାଇ କୋଳନରା ଗୁନାଖାଲ ଭାୟା ମୁନିସିଙ୍ଗ ରାସ୍ତା ଟି ଠିକାଦାର ଶ୍ରୀ ଗୌରୀନାଥ ମହାପାତ୍ର ଙ୍କୁ ଗତ 02.03.2021ରେ କାମ ଆରମ୍ଭ କରି 01.03.2022 ରେ ରାସ୍ତା କାମ ସମ୍ପୂର୍ଣ୍ଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା l ଏହି ରାସ୍ତା କାମ ର ଅଟକଳ ମୂଲ୍ୟ 50782915 ଟଙ୍କା କିନ୍ତୁ ଏହି କାମ ପାଇଁ ଏଗ୍ରିମେଣ୍ଟ ହୋଇଛି 41535512 ଓ ଏହି କାମ ପାଇଁ 19.67% କମ ମୂଲ୍ୟ ରେ କମ ନେଇ ଠିକାଦାର କମ ଆରମ୍ଭ କରିଥିଲେ l ଏହି ରାସ୍ତାର ହେଉଛି 7.88କିମି ଲମ୍ବା ଏଥିରେ ପିଚୁ ରାସ୍ତା 6.652, ସିମେଣ୍ଟ କଂକ୍ରିଟ ରାସ୍ତା 1.230 ଓ କଲଭେର୍ଟ ସଂଖ୍ୟା 12 l କିନ୍ତୁ ଏହି ରାସ୍ତାରେ କୌଣସି କଲଭେର୍ଟ ବନଯାଇ କିନ୍ତୁ ଧର୍ମ କୁ ଆଖିଠାର ପରି କଲଭେରଟ ନିର୍ମାଣ ଗୋଟିଏ ସ୍ଥାନ ର ହୋମ ପାଇପ ଢାଳି ଚୁପ ହୋଇ ରହିଛି ବୋଲି ଜନସାଧାରଣ ଅଭିଯୋଗ କରିଛବତୀ lନାହିଁ ଗତ ଫେବୃଆରୀ ମାସରୁ ଏହି କମ ଆରମ୍ଭ ହୋଇ ମେଟାଲିଂ ହୋଇଛି କିନ୍ତୁ ଏଥିରେ ପାଣି ମାରି ରୋଲିଙ୍ଗ କରାଯାଉନାହିଁ ଯୋଦ୍ୱାରା ମେଟାଲ ମାନ ବାହାରଛି l ଜନସାଧାରଣ ମୋଟରସାଇକେଲ ଯିବା ସମୟରେ ବହୁ ଦୀର୍ଘଟଣା ମାନ ଘଟୁଛି କିନ୍ତୁ ଠିକାଦାର ଏହି କାମ ପ୍ରତି ଦୃଷ୍ଟି ଦେଇନାହାନ୍ତି l ବିଭାଗୀୟ କର୍ତୃପକ୍ଷ ଙ୍କୁ ଅଭିଯୋଗ କରିବା ପରେ କାମ ର ମାନ ପରଖିବା ପାଇଁ ଆସି ରାସ୍ତା କାମ ର ଯାଞ୍ଚ କରିଥିଲେ କିନ୍ତୁ ନିୟମ ମୁତାବକ କାମ ହୋଇନଥିବା ର ଜାଣିବାକୁ ପାଇଥିଲେ l ନିୟମ ଠାରୁ ବହୁ ପରିମାଣ ର ନିମ୍ନ ମାନ ର କାମ ଚାଲି ଥିବାରୁ ଜନସାଧାରଣ ଏହି କମ କୁ ବିରୋଧ କରିଛନ୍ତି ଦୁର୍ଭାଗ୍ୟ ର ବିଷୟ ସରକାର ପ୍ରତ୍ୟେକ ଗାଁ ଙ୍କୁ ପକା ରାସ୍ତା ଯୋଗାଇବା ପାଇଁ ଯୋଜନା କରିଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କୁ ମଧୁଚନ୍ଦ୍ରିକା ଯୋଙ୍ଗୁ ଯୋଜନା ର ସଫଳ ରୂପାୟନ ହୋଇପାରୁନାହିଁ l ଏହି ରାସ୍ତା ଦୀର୍ଘ 5ମାସ ରୁ ଉର୍ଧ୍ଵ ହେବ ମେଟାଲିଙ୍ଗ କରି ଠିକାଦାର ଛାଡି ଦେଇଛନ୍ତି କିନ୍ତୁ ମନ୍ତ୍ତୀ, ଜ଼ିଲ୍ଲା ପ୍ରଶାସନ, ବିଭାଗୀୟ ଅଧିକାରୀ ଙ୍କୁ କହିଲେ କିଛି ସୁଫଳ ମିଳୁନାହଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି l ଠିକ ସେହିପରି ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଡାକୁଗୁଡା ପେକେଜ ନଂ ଓ ଆର 27-304 ବି 3 କାମ ଟି 31/12/2020 ରେ ସମ୍ପୂର୍ଣ୍ଣ ହୋଇ ଥିଲା l କିନ୍ତୁ ଏହି ରାସ୍ତାରେ ଏକ ପୋଲ ନିର୍ମାଣ ହୋଇଛି ପୋଲର ଉଭୟ ପାର୍ଶ୍ଵ ରେ ବର୍ତମାନ ସୁଧା ପିଚୁ ପଡ଼ିନାହିଁ l ରକ୍ଷଣବେକ୍ଷଣ କାମ 2021-22 2022-23ରେ ନିୟମ ମୁତାବକ ରକ୍ଷଣବେକ୍ଷଣ କରାଯାଇନଥିବାରୁ ରାସ୍ତାଟି ଅତି ଶୋଚନୀୟ ହୋଇପଡିଛି lରାୟଗଡା ର ଆର ଡି ର ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରିବାରୁ କେମେରା ସାମନା ରେ କିଛି କହିବାକୁ ମନା କରିଲେ କିନ୍ତୁ ଆମେ ଠିକାଦାର ଙ୍କୁ ନିୟମ ମୁତାବକ ଅଫିସିଆଲ କାର୍ୟନୁଷ୍ଠାନ ପାଇଁ ଆମେ ବିଭାଗୀୟ କର୍ତୃପକ୍ଷ ଙ୍କୁ ଜଣାଇଛୁ ଯାହାନିଷ୍ପତି ହେବ ସେହି ଅନୁସାରେ ଠିକାଦାର ଙ୍କ ବିରୋଧ ରର କାର୍ୟନୁଷ୍ଠାନ ଗ୍ରହଣ କରିବୁ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ମହାନ୍ତି କହି ନିଜ ମୁଣ୍ଡରୁ ଦୋଷ ଛାଡିଦେଲେ ଏହି ବିଷୟ ନେଇ ଠିକାଦାର ଙ୍କୁ ଯୋଗ କଲୁ କିନ୍ତୁ ଯୋଗା ଯୋଗ ହୋଇପାରିଲା ନାହିଁ କିନ୍ତୁ ଠିକାଦାର ଙ୍କୁ ଏହି ଅଂଚଳ ବାସି ଏହି କାମ ସମାପ୍ତ ପାଇଁ କହିଲ
କହୁଛି ମୁଁ ଲସ ରେ କାମ ନେଇଛି
କରିପାରିବ ନାହିଁ ବୋଲି କହୁଥିବା ଅଭିଯୋଗ କରୁଛନ୍ତି ଜସନସାଧାରଣ କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଏହି ରାସ୍ତାରେ ଗତ 2012 ରୁ,2022ମଧ୍ୟରେ କେତେ ଟଙ୍କା ଏହି ରାସ୍ତାରେ ଖର୍ଚ୍ଚ ହୋଇଛି ଏହାର ଭିଜିଲେନସ ତଦନ୍ତ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ବିଦ୍ୟାଧର ପ୍ରଧାନୀ, ଗେଡିଲା ଶଶିଭୂଷଣ ଶଶୀଭାଇ, ଏଙ୍କିଟି ହୁଇକା, ହରି ଉରଲାକା, ଚନ୍ଦ୍ର ବାବୁ ନାଇଡ଼ୁ ଶାନ୍ତୁ ବାବୁ ଦାବି କରିଛନ୍ତି ଯଦି ଯଦି ଏହି ରାସ୍ତା କାମ ଜଲଦି ଆରମ୍ଭ ନ କରାଯାଏ ତାହାହେଲେ ଗ୍ରାମ୍ୟ ଉନୟନ ବିଭାଗ ରାୟଗଡା କାର୍ୟଳୟ କୁ ଘେରାଉ କରି ଅଫିସ କୁ ଅଚଳ କରିବା ପାଇଁ ଜନସାଧାରଣ ଆଲୋଚନା କରୁଥିବା ର ଜଷଣାପଡିଛି l


Share: