ପ୍ରକୃତୀ ପ୍ରେମୀ ଙ୍କ ନିଆରା ପ୍ରୟାଶ

Share:

शଶ୍ୟାମସୁନ୍ଦର ପଣ୍ଡା ଙ୍କ ରିପୋର୍ଟ

ଆଜି ହେଉଛି ପୃଥିବୀ ଦିବସ । ପ୍ରତି ବର୍ଷ ଏପ୍ରିଲ 22କୁ ପୃଥିବୀ ଦିବସ ଭାବେ ପାଳନ କରାଯାଏ । ଆଜକୁ ପ୍ରାୟ 1000ବର୍ଷ ଆଗରୁ ପୃଥିବୀ ପୃଷ୍ଠର ସୃଷ୍ଟି ଓ ଜୀବ ଜଗତ ର ଚରାଚର ବିଶ୍ୱ । ମାତ୍ର ଦିନକୁ ଦିନ ପ୍ରକୃତି ର ନିୟମ କୁ ବାରମ୍ବାର ଭାଙ୍ଗିବା ରେ ମଣିଷ ସିଦ୍ଧହସ୍ତ ।

ବ୍ୟାପକ ବୃକ୍ଷ ର କ୍ଷୟ ରେ ଆଜି ପୃଥିବୀ ଜର୍ଜରିତ । କେତେ ବେଳେ ଯେ ପ୍ରଳୟ ଆସିବ ତାହାକୁ କେହି କଳନା କରି ପାରିବେ ନାହିଁ । ସେ ଯାହା ବି ହେଉ କିଛି ପ୍ରକୃତି ପ୍ରେମୀ ଙ୍କ ନିଆରା ପ୍ରୟାସ ରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର କିଛି ଗଛ ରେ ଦେଖିବାକୁ ମିଳିଛି ନିଆରା ପ୍ରାୟାସ ଲୋକ ମାନେ ପଶୁ ପକ୍ଷୀ ଙ୍କ କିପରି ପାଣି ଯୋଗେଇ ପାରିବେ ସେ ବିଷୟ ରେ ଏକ ନିଆରା ପ୍ରାୟାସ ଆରମ୍ଭ କରିଛନ୍ତି । ପ୍ରକୃତି ପ୍ରେମୀ ମନୋଜ ପଣ୍ଡା ଙ୍କ ପ୍ରୟାସ ରେ 500ଟି ବୋତଲ କୁ କାଟି କରା ହୋଇଛି ପକ୍ଷୀ ଙ୍କ ପାଣି ପିଇବା ସକାଶେ ବ୍ୟବସ୍ଥା ଯାହାକି ପକ୍ଷୀ ଙ୍କ ତୃଷା ମେଣ୍ଟାଇ ବାରେ ସହାୟ ହେବ ବୋଲି ପ୍ରକୃତି ପ୍ରେମୀ ମାନେ କହିଛନ୍ତି ।


Share: