ବିଷଧର ସାପ ମାନଙ୍କୁ ନେଇ ଗାଁ ଦାଣ୍ଡରେ ଚାଲିଛି ନାଚ

Share:

ଭଗବାନ ପାଢ଼ୀ କୀ ରିପୋର୍ଟ

ଗଞ୍ଜାମ: ବିଷଧର ସାପ ସହିତ ଚାଲିଛି ଗାଁ ଦାଣ୍ଡରେ ନାଚ l ଗୋଟିଏ କି ଦୁଇଟି ନୁହଁ 4 ଟି ସାପ କୁ କାନ୍ଧରେ ଧାରୀ ନାଚ କରୁଛନ୍ତି କଳାକାର l ଛୋଟ ପିଲା ଠୁ ଆରମ୍ଭକରି ବୟସ୍କ ସମସ୍ତେ ଦେଖୁଛନ୍ତି ଏହି ନାଚ l

ଏମିତି ଏକ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି l ତେବେ ସଠିକ ଭାବେ କେହୁଁ ସ୍ଥାନରେ ଏହି ନାଚ ପ୍ରଦର୍ଶନ ହେଉଥିଲା ତାହାର ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଗତ ଦୁଇଦିନ ତଳେ ହୋଇଥିବା ନାଚରେ ଏହିଭଳି ସାପକୁ ନେଇ ନାଚ ପ୍ରଦର୍ଶନ କରାଯାଇଥିବା କୁହାଯାଉଛି l ଏଠି ସହ ସହ ଲୋକଙ୍କ ଆଗରେ ବନ୍ୟଜନ୍ତୁ ମାନଙ୍କୁ କିଭଳି ଯାତ୍ରାରେ ବିପଦ ଜନକ ଭାବେ ବ୍ୟବହାର କରାଗଲା l ବନବିଭାଗ କାହିଁକି ଚୁପ ରହିଛି ତାହାକୁ ନେଇ ଉଠିଛି ପ୍ରଶ୍ନ l


Share: