ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଦୀର୍ଘାୟୁ ଓ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚାନି ଙ୍କ କୁଶପୁତୁଳିକା ଦାହ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ: ଭାରତୀୟ ଜନତା ଯୁବ ମୋର୍ଚ୍ଚା ର ସଭାପତି ଶ୍ରୀ ଶ୍ୟାମ କୁମାର ଦାସ ଙ୍କ ନେତୃତ୍ୱରେ ଏକ ବିରାଟ କେଣ୍ଡାଲ ରାଲି ସ୍ଥାନୀୟ ବିଜେପି କାର୍ୟଳୟ ରୁ ବାହାରି ମୁଖ୍ୟରାସ୍ତା ପରିକ୍ରମା କରି କପିଳାସ ଛକ ନିକଟରେ ପହଞ୍ଚିଥିଲା ନରେନ୍ଦ୍ର ମୋଦି ଜିନ୍ଦାବାଦ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚାନ୍ନି ମୁର୍ଦ୍ଧବାଦ ଜାତୀୟ କଂଗ୍ରେସ ମୁର୍ଦ୍ଧବାଦ କହି ନାରାବାଜି କରି ଚାନ୍ନି ଙ୍କ କୁଶପୁତୁଳିକା ରେ ଚପଲ ମାଡ଼ କରି କିରୋସିନ ଢାଳି କୁଶପୁତୁଳିକା ଦାହ କରିଥିଲେ ଘଟଣା ରୁ ପ୍ରକାଶ ଯେ ପଞ୍ଜାବ ର ଫିରୋଜ ପୁର ନିକଟରେ ବୁଧବାର ପ୍ରଧାନମନ୍ତ୍ରୀ ରାସ୍ତାରେ 20ମିନିଟ ଅଟକି ରହିବା ପାଇଁ କଂଗ୍ରେସ ଯୋଜନା କରିଥିଲା ବୋଲି ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ବିଜେଡି ନେତା ମାନେ କହିଥିଲେ କଂଗ୍ରେସ ଏକ ହୀନ ରାଜନୀତି କରୁଛି ଯାହାକି ନିନ୍ଦନୀୟ ଘଟଣା ପ୍ରଧାନମନ୍ତ୍ରୀ ଯେଉଁ ରାଜ୍ୟ କୁ ଯିବେ ସେହିଠାରେ ସୁରକ୍ଷା ଯୋଗାଇବା ସେହି ଠାର ସରକାର ଙ୍କ ଦାୟିତ୍ୱ କିନ୍ତୁ ଏହିଠାରେ ପଞ୍ଜାବ ସରକାର ଯେଉଁ ହୀନ ରାଜନୀତି କରି ପ୍ରଧାନମନ୍ତ୍ରୀ ଙ୍କୁ ସୁରକ୍ଷା ଯୋଗାଇବାରେ ସମ୍ପୂର୍ଣ ବିଫଳ ହୋଇଥିଲା ପ୍ରଧାନମନ୍ତ୍ରୀ ଏହି ଠାରୁ ଏକ ବିରାଟ ଦୁର୍ଘଟଣା ରୁ ରକ୍ଷା ପାଇଥିବାରୁ ତାଙ୍କରି ଦୀର୍ଘ ଜୀବନ କାମନା କରି ଏହି କେଣ୍ଡାଲ ଶୋଭା ଯାତ୍ରା କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି ଆଜିର ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ବରିଷ୍ଟ ବିଜେପି ନେତା କଳିରାମ ମାଝୀ ପୂର୍ବତନ ବିଜେପି ସଭାପତି ଶରଦ ମାଦଳା ବିଜେପି ଜ଼ିଲ୍ଲା ସମ୍ପାଦକ କିଶୋର ପଣ୍ଡା ବିଦ୍ୟଭୂଷଣ ପଣ୍ଡା ଅଜୟ ତୁଲେଟା ଙ୍କ ସହିତ ସଶତାଧିକ ବିଜେପି କର୍ମୀ ଉପସ୍ଥିତି ରହିଥିଲେ।


Share: