ଚୋରା ମଦ ବେପାରୀ ଗିରଫ

Share:

ଓଡିଶା ବ୍ୟରୋଚିଫ

ଭୁବନେଶ୍ୱର :ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଅଞ୍ଚଳ ରେ ଦେଶୀମଦ କାରବାର ହେଉଥିବା ଖବରପାଇ ହଠାତ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରିବାରେ ଦୁଇ ଜଣ ମଦ ବେପାରୀ କୁ ଗିରଫ କରିବାସହ ବିଦେଶୀ ମଦ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଗମ୍ଭାରୀମୁଣ୍ଡା ଅଞ୍ଚଳ ର ଶରତ ବରାଳ ଓ ପାଗଲ ସାହୁ । ସେମାନଙ୍କ ଠାରୁ ବହୁ ପରିମାଣର ମଦ ଜବତ ହୋଇଥିବା ବେଳେ  ଅବକାରୀ ବିଭାଗ ପ୍ରାୟ ୨୩ ଲିଟରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି


Share: