ବିଶ୍ଵକପ ହକି ପରୀପ୍ରେକ୍ଷୀରେ ବିଦ୍ୟାଳୟ 11ଜାନୁଆରୀ 2023 ଅପରାହ୍ନ 1ଟାଠାର ବନ୍ଦ ରହିବ

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ବିଶ୍ଵକପ ହକି -2023ଆମ ରାଜ୍ୟର କଟକ ସହରର ବାରବାଟିଷ୍ଟାଡ଼ିମଠାରେ ସାଆନ୍ତା ଜାନୁଆରୀ 11ତାରିଖରେ ଉଦଘାଟନ ହେବ l ଏହି ଉଦଘାଟନୀ ଉତ୍ସବରେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରା ଉପରେ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ l ଏହି ପ୍ରେରୀପକ୍ଷରେ ଛାତ୍ର,ଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମର ସିଧାପ୍ରସାନରଣ ଦେଖି ପାରୀବେ l ଏଣୁ ରାଜ୍ୟ ସରକାରୀ ସମସ୍ତ ଅନୁଦାନପ୍ରାପ୍ତ ତଥା ବେସରକାରୀ ବିଦ୍ୟାଳୟ ଗୁଡିକ ଅପରାହ୍ନ 1ଟା ଛୁଟି ଘୋଷଣା କରିଛନ୍ତି l ସମସ୍ତ ବେସରକାରୀ ତଥା ପବ୍ଲିକ ସ୍କୁଲ (ସେଲଫ ଫାଇନାଲସ )ବିଦ୍ୟାଳୟଗୁଡିକ ମଧ୍ୟ ଏହି ନିର୍ଦେଶନାମା ଲଗୁ ହେବ


Share: