କୋଲନରା କ ଯୋନ ଜ଼ୀଲାପରିଷଦ ଆସନ ଶାସକ ଓ ବିରିଧି ଦଳପାଇଁ ସମ୍ମାନ ର ପ୍ରଶ୍ନ

Share:

ଅମୁଲ୍ୟ ନିଶ ଙ୍କ ରିପୋର୍ଟ

ରାୟଗଡ: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ କୋଲନରା କ ଯୋନ ନିମନ୍ତେ ନିର୍ବାଚନ ତାତି ଜମିବାରେ ଲାଗିଛି ଏହି ଆସନ ଉଭୟ ବିଜେଡି ଓ କଂଗ୍ରେସ ପାଇଁ ବହୁ ଗୁରୁତ୍ୱ ବହନ ରାୟଗଡ ଜ଼ୀଲ୍ଲା ତ 22 ଗୋଟି ଜଜ଼ୀଲାପରିଷଦ ଆସନ ମଧ୍ୟରୁ କୋଲନରା କ ଯୋନ ବହୁ ଗୁରୁତ୍ୱ ବହନ କରୁଛି ଏହି ବ୍ଲକ ଟି କଂଗ୍ରେସର ଗଡ଼ ରୂପେ ପରିଚିତ କିନ୍ତୁ ଗତ 2019 ରେ ଜ଼ୀଲାପରିଷଦ ଆସନ କୁ ବିଜେଡି ନିଜ କବଜା କୁ ନେଇଥିଲା ଏହି ବିଜୟ ଧାରା କୁ ଜାରି ରଖିବା

ADVT

ପାଇଁ ବିଜେଡି ନିଜର କଳ ବଳ କୌଶଳ ଲାଗେଇଛି ଠିକ ସେହିପରି କଂଗ୍ରେସ ଏହି ଆସନ କୁ ବିଜେଡି ରୁ ଛଡେଇ ଆଣିବା ପାଇଁ ନିଜର ଦମ ଲାଗେଇଛି ଇତି ମାଧ୍ୟରେ ବିଜେଡି ନିର୍ବାଚନ ମଇଦାନରେ ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀ ଜଗନ୍ନାଥ ସାରକା ଦଳୀୟ ପ୍ରାର୍ଥୀ ଶ୍ରୀ ଆଇ ଧବଳେଶ୍ବର ନାଇଡୁ ଙ୍କ ଭୋଟ ଗ୍ରାମ ଗ୍ରାମ ବୁଲି ନବୀନ ସରକାର ଙ୍କ ବିଭିନ ଜନହିତ କରଯୋଜନା ମାନ ବୁଝାଇ ନିର୍ବାଚନ ରର ବିଜେଡି କୁ ଭୋଟ ଦେବାପାଇଁ ନିବେଦନ କରୁଛନ୍ତି କିଛିଦିନ ତଳେ ଧବଳେଶ୍ବର କଂଗ୍ରେସ ପରିତ୍ୟାଗ କରି ବିଜେଡି ରେ ଯୋଗଦାନ କରି ବିଜେଡି ଟିକେଟ ରୁ କୋଲନରା କ ଯୋନ ରେ ନିର୍ବାଚନ ମଇଦାନରେ ଅବତରଣ କରି ଭୋଟ ଭିକ୍ଷା

ADVT.

କରୁଛନ୍ତି କଂଗ୍ରେସ ଦଳରେ ଅଭ୍ୟତରିଣ ମତଭେଦ ଯୋଙ୍ଗୁ ବହୁ ନେତା କଂଗ୍ରେସ ପରିତ୍ୟାଗ କରି ଏକ ଶୃଙ୍ଖଳିତ ବିଜେଡି ଦଳରେ ଲୋକଙ୍କ ସେବା ପାଇଁ ଯୋଗଦାନ କରୁଛନ୍ତି ଠିକ ମୁ ମଧ୍ୟ ପୂର୍ବରୁ ଜନତା ଦଳରେ ଥିଲି କିଛିଦିନ ପାଇଁ କଂଗ୍ରେସ କୁ ଯାଇଥିଲି ପୁଣି ମୁ ମୋ ନିଜ ଘର କୁ ଫେରିଜନସାଧାରଣ ଙ୍କ ସେବା କରିବା ପାଇଁ ବିଜେଡି ରେ ଯୋଗ ଦେଇଛି ତେଣୁ ମୋତେ ଆପଣ ମାନେ ସହଯୋଗକରୀ ନିର୍ଵାଚନରେ ଭୋଟ ଦିଅନ୍ତୁ କହି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ଠିକ ସେହିପରି କଂଗ୍ରେସ ରୁ ଗୋବର୍ଦ୍ଧନ ରାଓ ମଧ୍ୟ ନିଜ ପକ୍ଷରେ ଭୋଟ ପାଇଁନିବେଦନ କରୁଛନ୍ତି ଏହିଠାରେ ଦୁଇ ସାଙ୍ଗ ଧବଳେଶ୍ବର ଇ ଗୋବର୍ଦ୍ଧନ ଙ୍କ ମଧ୍ୟରେ ଲଢେ଼ଇ ଚାଲିଛି ଏହିମଧ୍ୟରେ କଣ୍ଟା ସାଜିଛିସ୍ୱାଧୀନ ପ୍ରାର୍ଥୀ ନକୁଳ ସେନାପତି ଶ୍ରୀ ସେନାପତି ଏକ ସମାଜସେବୀ ଥେରୁବାଲି ପାଇକୋପଡା କୋଲନରା ଅଞ୍ଚଳରେ ବହୁ ଜନହିତ କାମ ମାନ କରିବହୁ ଚର୍ଚ୍ଚା ରେ ଅଛନ୍ତି ସେନାପତି ମଧ୍ୟ ଘରକୁ ଘର ବୁଲି ବୁଲି ନିଜ ପ୍ରତି ଭୋଟର ଙ୍କୁ ଟାଣିବାରେ ଲାଗିଛନ୍ତି ସେନାପତି କଂଗ୍ରେସ ଓ ବିଜେଡି ପାଇଁ ମୁଣ୍ଡ ବ୍ୟଥା ର କାରଣ ହାତୀ କାହା ମୁଣ୍ଡ ରେସୁନା କଳସ ଢାଳୁଛି ତାହା ସମୟହିଁ କହିବ


Share: