ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସତ୍ୟାଗ୍ରହ ଆନ୍ଦୋଳନ

Share:

ସମୀର ରଞ୍ଜନ ଓଡିଶା ବ୍ୟୁ ରୋଚିଫ

ପୁରୀ :ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସତ୍ୟାଗ୍ରହ ଆନ୍ଦୋଳନ ହୋଇଯାଇଛି l ଏଥିରେ ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବହୁତ୍ ଓକିଲ ଯୋଗଦାନ ଦେଇଥିଲେ l ସମସ୍ତେ ନିଜ ନିଜ ମତ ପ୍ରକାଶ କରିଥିଲେ l ଏଥିରେ ଭାଗ ନେଇଥିଲେ ଜୟ ରାମ ବସ୍ତିୟା, ବିଭୁଶଙ୍କର ତ୍ରିପାଠୀ,ବିଭୁଦତ୍ତ ପଟ୍ଟନାୟକ , ସାରଦା ପ୍ରସାଦ ସାମଲ, ବିଜୟ କୁମାର ମିଶ୍ର, ପ୍ରିୟ ଦର୍ଶନ ପଟନାୟକ, କାଳୀ ପ୍ରସାଦ ନାୟକ, ଅନିଲ କୁମାର ସାହୁ, ପ୍ରଶାନ୍ତ କୁମାର ରଣା, ଅଶୋକ କୁମାର୍ ରଥ, ଦିଲ୍ଲିପ କୁମାର ସାମନ୍ତରାୟ, ଲାଲା ଅନନ୍ତ କୁମାର ସିଂହ, ତପନ କୁମାର ବାରିକି, ପ୍ରେମାନନ୍ଦ ମହାନ୍ତି, ଜ୍ୟୋତି ପ୍ରକାଶ ମିଶ୍ର, ବୈଦ୍ୟନାଥ ପାଣି, ଶରତ କୁମାର ରଥ, ଶରତ କୁମାର ରାୟଗୁରୁ, ଆଦିତ୍ୟ ହୁର୍ଦୟ ମିଶ୍ର, ଶିତିକାନ୍ତ ଶତପଥି, ସୁବାସିଷ ମହାନ୍ତି, ନମିତା ସାମଲ, ରଞ୍ଜିତା ମହାନ୍ତି, ନିଲିମା ମିଶ୍ର, ରୁଚିତ୍ରା ରାଉତରାୟ, ଟିକିନା ସେନାପତି, ମୋନାଲିସା ମିଶ୍ର, ବିଜୟ ଲକ୍ଷ୍ମୀ ସାହୁ, ଅଶୋକ କୁମାର ମଲ୍ଲିକ, ନରେଶ କୁମାର ମହାନ୍ତି,ସହିତ ବହୁତ ସିନିୟର୍ ଓ ଜୁନିୟର ଓକିଲ ଯୋଗଦାନ ଦେଇଥିଲେ l


Share: