ସମ୍ବଲପୁର ଓକିଲ ଆନ୍ଦୋଳନ ବେଳେ ଧସ୍ତାଧସ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଧସ୍ତାଧସ୍ତି ଘଟଣା: ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ସମ୍ବଲପୁର ଏସ୍‌ପି , ଏକ ମାମଲା ରୁଜୁ କରାଯାଇଛି , ଅଭିଯୁକ୍ତଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବୁ , ଜିଲ୍ଲା ଜଜ୍‌କୁଆସିବାକୁଦିଆଯାଇନାହିଁ ,ଭଙ୍ଗାରୁଜା କରାଯାଇଛି , ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ l ଆଜି ସମ୍ବଲପୁର କଚେରି ଛକରେ ୧୪୪ ଧାରା ଜାରି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ଘଟଣାରେ ସମ୍ବଲପୁର ପୋଲିସର କଡା କାର୍ଯ୍ୟାନୁଷ୍ଠାନ ସହ ଏଯାବତ ୧୨ ଆଇନଜୀବୀ ଗିରଫ ।


Share: