ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକମାନଙ୍କ ପକ୍ଷରୁ ବିକ୍ଷୋଭ ଓ ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବି ପତ୍ର

Share:

ନିତ୍ୟସୁନ୍ଦର ଜେନା

କେନ୍ଦ୍ରାପଡ଼ା :ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ ସମ୍ପାଦକ ଅଭୟ ସାହୁ ବିକ୍ଷୋଭ କାରୀଙ୍କୁ ସମ୍ବୋଧିତ କରି ସେ ମାନଙ୍କ ର ଦାବି ଗୁଡ଼ିକ ପ୍ରତି ନୈତିକ ସମର୍ଥନ ପ୍ରଦାନ କରିଥିଲେ ସେ କହିଥିଲେ ଯେ କେନ୍ଦ୍ରାପଡ଼ା ଜିଲ୍ଲା ତାର ଆର୍ଥକ ପଛୁଆପଣରୁ ଆଗକୁ ଯିବା ପାଇଁ ଜିଲ୍ଲା ରେ ଶିଳ୍ପ ପ୍ରତିଷ୍ଠା କୁ ତାଙ୍କ ପାଟି ସବୁ ବେଳେ ସ୍ଵଗତ୍ କରେ କିନ୍ତୁ ଶିଳ୍ପ ପ୍ରତିଷ୍ଠା ସମୟରେ ସ୍ଥାନୀୟ ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତ ଓ ସେମାନଙ୍କ ର ଜୀବିକା ର ସୁରକ୍ଷା ଉପରେ ସେ ଗୁରୁ ତ୍ୱ ଦେଇଥିଲେ ଶେଷ ରେ ଜିଲ୍ଲା ପାଳଙ୍ଗ ଅନୁପସ୍ଥିତିରେ ଅତି ରିକ୍ତ ଜିଲ୍ଲା ପାଳ ଲିଖିତ ୧୧ଦଫା ସମ୍ବଳିତ ଦାବିପତ୍ର ବିକ୍ଷୋଭ କାରୀଙ୍କ ଠାରୁ ସଭା ସ୍ଥଳରୁ ଗ୍ରହଣ କରିଥିଲେ ପ୍ରାରମ୍ଭରେ ଉଭୟ ସ୍ଂଗଠନର ସଭ୍ୟମାନେ ଗୋପଛକ ଠାରୁ ଏକ ବିରାଟ ପଟୁଆରରେ ନାରାବାଜି କରି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ସଭାପତି ଆଦି କନ୍ଦ ରାଉଳ ;ଅଭୟ ସାହୁ ଶଶୀଭୂଷଣ ସ୍ବାଇଁ କ୍ଷୀରୋଦ ସିଂ ଦେଓ ରମଣୀରଞନ ରାଉତ ରାୟ କୈଳାସ ସାହୁ ହରେକୃଷ୍ଣ ମାଝି ପଦ୍ମନାଭ ଦାସ ବାବାଜୀ ଦଳ ଧୀରେନ୍ଦ୍ର ସାମଲ ପ୍ରମୁଖ ବହୁ କୃଷକ ନେତା ଯୋଗ ଦେଇ ଥିଲେ କୃଷକମାନଙ୍କ ସଂଖ୍ୟା ବହୁତ ଅଧିକ ଥିବା ର ଦେଖି ବାକୁ ମିଳିଥିଲା


Share: