୧୮ ଘଣ୍ଟା ପଡ଼ିରହିଲା ଶବ କୁ ସତ୍କାର୍ କଲେ ସେଚ୍ଛାସେବି

Share:

ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ରିପୋର୍ଟ ।

ଝାରସୁଗୁଡା ଜିଲ୍ଲା ବେଲପାହାଡ଼ର୍ ଗାନ୍ଧୀନଗର- କଲେଜ ପଡ଼ାନେ ପଶ୍ଚିମବଙ୍ଗରୁ ଆସିକରି ରହୁଥିବାର୍ ରଘୁନାଥ ମାନ୍ନା ଙ୍କର୍ ସ୍ତ୍ରୀ ଇନ୍ଦ୍ରାଣୀ ମାନ୍ନା ବହୁ ଦିନରୁ ରୋଗରେ ପଡି ଥିଲେ।

Orbitury

ସେ ଯେତେବେଳେ ମୃତ୍ରୁ ବରଣ କଲେ ଆଖ ପାଖ ର ଲୋକେ ଜାନ୍’ଲା ନାଇଁ ଚିହ୍ନଲା ଭାବି କରି ଆଖର୍ ପାଖର୍ ଲୋକ୍ ତାଙ୍କର୍ ମଲା ଉତାରୁ ଖନ୍ଦ ଦେବାର୍ କେ ବାହାରି ନ ଥିଲେ ।

Advt.

ତାଙ୍କର ଘର ପାଖେ ରହୁଥିବା କିଛି ଯୁବକ ମାନଙ୍କ ଠାରୁ ରାତିରେ ଖବର ପାଇ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ର ବେଲପାହାଡ଼ ଆଉ ଝାରସୁଗୁଡା ଜିଲ୍ଲା ସଦସ୍ୟ ପହଞ୍ଚିଥିଲେ।

Advt.

ତାଙ୍କର୍ ସମ୍ପର୍କୀୟମାନଙ୍କୁ ଯୋଗାଯୋଗ ପରେ କେହି ବି ନାଇଁ ପହଞ୍ଚିପାରି ଥିଲେ। ଶେଷରେ ସ୍ବେଛ।ସେବୀ ସଦସ୍ୟ ସକାଲୁ ଟନଲ ପାଖର ଶ୍ମଶାନ ଠାନେ ସସମ୍ମାନେ ମହିଳାଙ୍କର୍ ଶବ ସତ୍କାର୍ କରିଥିଲା।

Advt.

ମହିଳାଙ୍କର୍ ସ୍ୱାମୀ ରଘୁନାଥ ମାନ୍ନା ମୁଖାଗ୍ନି ଦେଇଥିଲେ। ସ୍ୱେଚ୍ଛା ସେବୀ ଙ୍କ ଏପରି ମହତ୍ କାର୍ଯ କୁ ସବୁଆଡେ ପ୍ରଶଂସା କରିଛନ୍ତି ।

Advt.

Share: