ମା ପାଣ୍ଡଵାସୁଣୀ ଙ୍କ ଷୋଡ଼ଶ ପୂଜା ଆରମ୍ଭ

Share:

ସମୀର ରଞ୍ଜନ ନାୟକ ।

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଆୟତପୁର ହରୀଜନ ସାହିର ଗ୍ରାମ ଦେଵୀ ମା ପାଣ୍ଡବାସୁଣୀ କ ଷୋଡ଼ଶ ପୂଜା ଆରମ୍ଭ ହୋଇଛି l ଏହି ପୂଜା ଷୋଳଦିନ ଧରି ମା ଙ୍କ ପୀଠ ରେ ଚାଲିଛିବ ଦୈନିକ ଗାଁ ର ଗୋଟି ଘର ପକ୍ଷରୁ ମା ଙ୍କ ଠାରେ ଅର୍ଣ୍ଣ ଭୋଗ କରା ଯିବ ବୋଲି ଜଣା ପଢିଛି l


Share: