କାଶୀପୁର କ ଯୋନ ଜ଼ୀଲାପରିଷଦ ନିର୍ବାଚନରେ ବିଜେଡି ପାଇଁଖୋଲା ଚାଲେଞ୍ଜ କରୁଛି ସ୍ୱାଧୀନ ପ୍ରାର୍ଥୀ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ:ରାୟଗଡ ଜ଼ୀଲାପରିଷଦ ନିର୍ବାଚନରେ କାଶୀପୁର କ ଯୋନ ଉଭୟ ବିଜେଡି ଦଳୀୟ ଓ ବିଦ୍ରୋହୀ

Orbitury

ବିଜେଡି ପାଇଁ ପରୀକ୍ଷା ର ସମୟ କଂଗ୍ରେସର ଗଡ଼ କୁହାଯାଉଥିବା କାଶୀପୁର ରୁ ବିଜେଡି ର ପ୍ରାର୍ଥୀନୀ ରତ୍ନମାଳା ପରିଛା ଗତ ଜ଼ୀଲାପରିଷ ଦ ନିର୍ଵାଚରେ 2017 ରର ବିଜେଡି ଟିକେଟ ତୁ ନିର୍ବାବାଚିତ ହୋଇଥିଲେ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ବିଜେଡି ପାଇଁ ଏହି ଆଶନ ଟି ବହୁ ଗୁରୁତ୍ୱ ବହନ କରୁଛି ଏହି କାଶୀପୁର ବାସୀ 2019 ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ

ADVT.

ମାକାରନ୍ଦ ମୁଦୁଲି ଙ୍କୁ ବିଜୟ କରାଇ ଥିଲେ ଏଥିର ମୁଖ୍ୟ ଭୂମିକା ନେଇଥିଲେ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଠାରୁ ଆରମ୍ଭ ହୋଇଥିଲା ବିଜେଡି ମଧ୍ୟରେ ଫାଟ ଗୋଟିଏ ଗୋଷ୍ଟି କୃଷ୍ଣଚନ୍ଦ୍ର ମୋହାପତ୍ର ଓ ଅନ୍ୟଟି ଜଗଦିସ ପାତ୍ର ଗୋଷ୍ଠି ଏହି ଜ଼ୀଲାପରିଷ ଦ ନିର୍ବାଚନ ରେ କଜ଼ହିଁପୁଫ6କ ଯୋନ ରୁ କୃଷ୍ଣଚନ୍ଦ୍ର ମୋହାପତ୍ର ଙ୍କ ପ୍ରାର୍ଥି ଟିକେଟ ପାଇବା ପରେ ବିଜେଡ଼ି ରେ ଫାଟ ଦେଖା ଦେଇଛି ଏହି ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଓ ବୁଏସ୍ପି ମୁଖ୍ୟ ଭୂମିକା

ADVT.

ଗ୍ରହଣ କରିବା ରେ ଲାଗିପଡିଛନ୍ତି ଏହି କାଶୀପୁର କ ଜ଼ୀଲାପରିଷ ଦ ରୁ 7ଜଣ ନୂର୍ବାଚନ ମଇଡ଼8ଅବତୀର୍ଣ୍ଣ ହୋଇଛନ୍ତି ବିଜେଡି ରୁ ଆମୀ ମାଝୀ ବୁଏସ୍ପି ରୁ ବନିତା ମାଝୀ ସ୍ୱାଧୀନ ରୁ ଯୁଗଳଦେଇ ମାଝୀ ଓ କଂଗ୍ରେସର ସୁଶୀଳା ସିର୍କା ବୁଏଷ୍ପି ପାଇଁ ବୁଶ୍ବମ୍ବର ନାୟକ ଗାଁ କୁ ଗାଁ ହାଟ ବୁଲି ବୁଲି ବିଏସ୍ପି ପାଇଁ ପ୍ରଚାର କରୁଥିବା

ADVT.

ବେଳେ ବିଜେଡି ପକ୍ଷରୁ କୃଷ୍ଣଚନ୍ଦ୍ର ନଂତୃତ୍ୱ ନେଇ ବଳରାମ ଙ୍କୁ ପ୍ରଚାର ଦାଇତ୍ୱ ଦେଇଛନ୍ତି ବଳରାମ ପ୍ରତ୍ୟକ ହାଟ ଓ ଗାଁ ଗାଁ କୁବୁଲି ଜ଼ୀଲାପରିଷ ଦ ବିଜେଡ଼ି ଓ ବ୍ଲକ ର ସମିତି ଇ ସର୍ପଣ5ପାଇଁବିଜେଡି ସମାଡ଼ରହୁତ9ପ୍ରାର୍ଥୀ ଙ୍କୁ1

ADVT.

ଭୋଟ ଦେବା ନିମନ୍ତେ ପ୍ରାର୍ଥନା କରିଛନ୍ତି ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେବା ନିମନ୍ତେ ଅଡାଝଡର ଅଞ୍ଚଳରଧୁବା ମାଝୀ ଙ୍କ ନେତୃତ୍ୱ ରେ ବହୁ ଆଦିବାସୀ ବାହାରି ଯୁଗଳଦେଇ ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ମାଣ୍ଡିବିଶି ସାପ୍ତାହିକ ହାଟ ରେ ବିଜେଡି କଂଗ୍ରେସ ବିଏସ୍ପି ନିଜ ନିଜ ର କ୍ଷମତା ଦେଖାଇ ପ୍ରଚାର କରିଥିଲ।


Share: