ମା ଟିକିରାଇ ଙ୍କ ଯାନୀଯାତ୍ରା ଉଯାପିତ

Share:

ଅଜିତ କୁମାର ନାୟକ

ଭୁବନେଶ୍ୱର :ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବଡ଼ହନ୍ତୁଆଡ଼ ଗ୍ରାମ ରେ ମା ଟିରାଇ ଙ୍କ ଯାନୀ ଯାତ୍ରା ଉଯାପିତ ହୋଇ ଯାଇଛି l ଏହି ଯାନୀ ଯାତ୍ରା ଗୋଟେ ମାସ ଧରୀ ପାଳିହେଇଆଶୁଥିଲା l ପ୍ରତି ମଙ୍ଗଳ ଵାରରେ ମାଟିକୀରା ଙ୍କ କାଠିପ୍ରତିମା ଙ୍କଭୋଗ ନୀତିକାନ୍ତି ଅନୁଷ୍ଠିତ ହେଉଥା ଗତ ପୃର୍ଣ୍ଣମା ଦିନ କୁମ୍ବ ଵୀଶ୍ଵଅର୍ଜୁନ ହୋଥିଲା ଏବଂ ଗତ କାଲି ମା ଟିକୀରାଇ ଙ୍କ କାଠି ପ୍ରତିମା ଙ୍କୁ ମେଲାଣିଦିଅ ଯାଇଥିଲା


Share: