ବିଷମ କଟକ ବିଧାନ ସଭା ନିର୍ବାଚନ କ୍ଷେତ୍ରରେ ବିଜେଡି ର 26 ତମ ପ୍ରତିଷ୍ଠା ପାଳନ ପାଇଁ ବୈଠକ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଆଜି ରାୟଗଡା ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ର ବିଷମ କଟକ ଠାରେ ବିଜୁ ଜନତା ଦଳ ର 26 ତମ ପ୍ରତିଷ୍ଠା ଦିବସ କିପରି ଭାବରେ ପାଳନ କରାଯିବ ସେହି ଉପରେ ଆଲୋଚନା ପର୍ଯାଲୋଚନା ହୋଇଯାଇଛି
ଶ୍ରୀଯୁକ୍ତ ଜଗନ୍ନାଥ ସାରକା ବିଧାୟକ ବିଷମକଟକ ତଥା ମାନ୍ୟବର ମନ୍ତ୍ରୀ ଆଦିବାସୀ ଜନଜାତି ଓ ଜାତି ପଛୁଆ ବର୍ଗ ଉନୟନ ତଥା ଆଇନ ମନ୍ତ୍ରୀ ଓଡିଶା ସରକାର ଉପସ୍ଥିତ ଥିଲେ l ରାଜ୍ୟ ସରକାରଙ୍କ ଓବିସି ଏସଟି ଓ ଏସସି ଉନୟନ ଉପଦେଷ୍ଟା ତଥା ରାଜ୍ୟ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପୃଥ୍ୱୀରାଜ ସାହୁ , ବିଜୁ ଜନତା ଦଳ ବ୍ଲକ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ପଟନାୟକ , ରାଜ୍ୟ ବିଜୁ ଯୁବ ଜନତା ଦଳ ସମ୍ପାଦକ ଶ୍ରୀଯୁକ୍ତ ଜ୍ୟୋତି ପ୍ରସାଦ ସାହୁ , ବରିଷ୍ଠ ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ନାନୁ ପଣ୍ଡା , ବିଷମ କଟକ ବ୍ଲକ ର ଯୁବକଙ୍କ ପିଣ୍ଟୁ ଭାଇନା ଯୁବ ସକ୍ରିୟ ଲୋକ ସେବକ ମନୋଜ କୁମାର ,ବିଜୁ ଜନତା ଦଳ ସକ୍ରିୟ କର୍ମୀ ବିପିନ ସାହୁ ,ଅଶ୍ୱିନ ସେଠି ଉପସ୍ଥିତ ଥିଲି , ବିଜୁ ଜନତା ଦଳ ପ୍ରମୋଦ ଭାତ୍ରା, ଖଗେଶ୍ୱର ସାହୁ ଶିବ ଆମ୍ବାଡି , ବାପି ଦଣ୍ଡ ସେନା ,ପ୍ରମୁଖ ଉପସ୍ଥିତ ଥିଲେ । ବିଜୁ ଜନତା ଦଳ ପ୍ରତିଷ୍ଠା ହେବା ଦିନରୁ ଦୀର୍ଘ 25 ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପର ଭାବେ ଓଡିଶା ର ପ୍ରଗତି ରେ ଲାଗିଛନ୍ତି l ବିଭିନ ପ୍ରକାର ର ଜନହିତକର କାର୍ଯ୍ୟୟ ମନ କରୁଛନ୍ତି ତେଣୁ ତାଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ବିଜେଡ଼ି ର 26ବର୍ଷ ପୂର୍ତ୍ତି ଉପଲକ୍ଷେ ବିଷମକଟକ ବିଧାନ ନିର୍ବାଚନ ମଣ୍ଡଳୀ ରେ କିପରି ପାଳନ କରାଯିବ ସେଥିପାଇଁ ଆଲୋଚନା ହୋଇଛି


Share: