ମଣି ଦୀପା ମହିଳା ସଙ୍ଘ ର ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ସହର ର ମଣି ଦୀପା ପକ୍ଷରୁ ଆନ୍ତର୍ଜାତିକ ମହିଳା ରାୟଗଡା ସହର ର ରିଙ୍ଗ ରୋଡ ଠାରେ ଅବସ୍ଥିତ ଥିବା l ଲାଇନ କ୍ଳବ ଠାରେ ମୋହ ଧୁମ ଧାମରେ ପାଳିତ ହୋଇଯାଇ l ମୁଖ୍ୟଅତିଥି ଭାବେ ରାୟଗଡା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ, ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ଓ ମୁଖ୍ୟଵକ୍ତା ରୂପେ ରାୟଗଡା ପୌର ପରିଷଦ ଅଧକ୍ଷା ଶୁଭ୍ରା ପଣ୍ଡା ଯୋଗ ଦେଇ ଭଗବାନ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ମୁଖ୍ୟଅତିଥି ଅନୁସୂୟା ମାଝୀ କହିଥିଲେ ଯେ ନାରୀ ହେଲେ ପାଠଇ ଦେଶ ଯିବ ଆଗେଇ l ଯେଉଁ ଘର ର ନାରୀ ଯେତେ ଶିକ୍ଷିତ ସେହିପରିବାର ର ପିଲାଙ୍କ ସହିତ ପରିବାର ସମ୍ପୂର୍ଣ୍ଣ ଶିକ୍ଷିତ ସେଥିପାଇଁ ଆଜିର ନାରୀମାନେ ଆଗେଇ ଆସି ସମାଜକୁ ନାରୀର ଭୂମିକା ନାରୀ କେବେ ଦୁର୍ବଳା ନୁହେଁ ନାରୀ ସବୁବେଳେ ସବଳା ନାରୀ ହିଁ ସଂହାରକର୍ତ୍ତା ବୋଲି କହିଥିଲେ l ମୁଖ୍ୟବକ୍ତା ଶୁଭ୍ରା ପଣ୍ଡା କହିଥିଲେ ଯେ ନାରୀ ହିଁ କେବେଳ ସମାଜ କୁ ଆଗେଇ ନେବା ନିମନ୍ତେ ଉଚିତ ରାସ୍ତା ଦେଖାଇଥାଏ ଯେଉଁ ଘର ର ନାରୀ ଯେତେ ଶିକ୍ଷିତ ସେହିପରିବାର ସେତିକି ଶୃଙ୍ଖଳିତ l ନାରୀ ହେଲେ ପାଠୋଇ ସେହି ଦେଶ ଯିବ ଆଗେଇ ବୋଲି କହିବା ସହିତ l ପଣ୍ଡା କହିଥିଲେ ଯେ ଆଭୂଷଣ ହିଁ ନାରୀ ର ନାରୀତ୍ତ୍ୱ ସହିତ ନାରୀ ର ଶିଷ୍ଟାଚାର ଉପରେ କହିଥାଏ l କିନ୍ତୁ ଯୁଗ ବଦଳିବା ସାଙ୍ଗକୁ ନାରୀ ମଧ୍ୟ୍ୟ କିଛି ମାତ୍ରା ରେ ବଦଳି ଭାରତୀୟ ସଂସ୍କୃତିକୁ ଭୁଲି ପାସଚ୍ୟାତ ସଂସ୍କୃତିକୁ ଆପଣେଇ ଛନ୍ତି l ଭାରତୀୟ ସଂସ୍କୃତି କୁ କେବେ ଭି ନଭୁଲିବା ପାଇଁ ଆୱାହନ ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ସୁଜାତା ପାଳ, ଶ୍ରମିତା ପାଢ଼ୀ ରାୟଗଡା ପୌର ପରିଷଦ 13 ନମ୍ବର ୱାର୍ଡ ର ବିଜେପି କାଉନସିଲେର ଙ୍କ ସମତେ ସଙ୍ଘ ର ସମସ୍ତ ସଭ୍ୟା ଉପସ୍ଥିତ ଥିଲେ lମଣି ଦୀପ ସଙ୍ଘ ର ସଭାନେତ୍ରୀ ବରତମ ସୁଜନା ନିମନ୍ତ୍ରିତ ଅତିଥି ଙ୍କୁ ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ l
ସମ୍ପାଦିକା ଭି ସ୍ଵାତି ଧନ୍ୟବାଦ ଅର୍ପକରିଥିବାବେଳେ ସହ ସମ୍ପାଦିକା କେ ସମୀରା କୋଷାଧକ୍ଷା ପ୍ରମିଳାରାଣୀ
ଏ ବାଣୀ ଏହି କାର୍ଯ୍ୟକ୍ରମ କୁ ସଫଳତା କରିବା ନିମନ୍ତେ ସହଯୋଗ କରିଥିଲେ l ପରିଶେଷରେ ଏହି ମହିଳା ସଂଘ ର ସଭ୍ୟା ମନେ ଅତିଥି ମାନଙ୍କ ମନରୋଜନ ପାଇଁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଯାହାକୁ ଅତିଥି ମନେ ଉପଭୋଗ କରିଥିଲେ l


Share: