ଚଳିତ ବର୍ଷ ର ଐତିହାସିକ ବାଣପୁର ପଞ୍ଚୁ ଦୋଳ ଓ ମେଳନ ଅନୁଷ୍ଠିତ

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ

ବାଣପୁର :ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପଲଟନ ପଡିଆ ଠାରେ ଚଳିତ ବର୍ଷ ର ଐତିହାସିକ ବାଣପୁର ପଞ୍ଚୁ ଦୋଳଓ ମେଳ ପର୍ବ ଅନୁଷ୍ଠିତ ହୋଇ ଯାଇଛି l ଗତ କାଲି ରାତ୍ରି ରେ ଠାକୁର ମାନେ ଦୋଳ ବୀମାନ ରେ ବସି ଘଣ୍ଟ କାହାଳି ବାଦ୍ୟ ବାଜଇ ପଲଟଣ ପଡିଆରେ ପହଂଚି ଥିଲେ lଆଜି ସନ୍ଦ୍ୟା ରେ ପଲଟଣ ପଡିଆ ମଝିରେ ଏକାଟି ହୋଇ ମେଳ ଅନୁଷ୍ଠିତ ହୋଇ ଥିଲା ତା ପରେ ଜିନ ନିଜ ମନ୍ଦି କୁ ଫେରୀଥିଲେ


Share: