ବେଳାଭୂମିରେ ମିଳିଲା ନର କଙ୍କାଳ

Share:

ରଞ୍ଜନ ଦାସ

ପୁରୀ :ପୁରୀ ବେଳାଭୂମିରେ ନର କଙ୍କାଳ ମିଳିଥିବା ଖବର ଆମ ହସ୍ତଗତ ହୋଇଛି ମିଳିଥିବା ଖବର ଅନୁସାରେ ନୁଆଁନଇଁ ମୁହାଣଠାରୁ ରାମଚଣ୍ଡୀ ନାଇଁ ମୁହାଣ ମଧ୍ୟରେ ପଡି ରହିଛି ନର କଙ୍କାଳ l ଏହି କଙ୍କାଳ କାହାର ସେନେଇ କିଛି ପରୀଚୟ ଜଣାପଢିନାହିଁ l ଏହି ନର କଙ୍କାଳଟି ପୁରୁଷ ମୃତଦେହ ଭଳି ଦେଖାଯାଉଛି l କଙ୍କାଳ ଶରୀର ପୁରା ଶଢ଼ୀ ଯାଇଥିବା ବେଳେ ହାତ ଗୋଡ଼ ଅଧା ଶଢା ଅବସ୍ଥାରେ ରହିଛି l ଅଣ୍ଟାରେ ପିନ୍ଧିଛନ୍ତି ବେଲଡ଼ ଦେଖିବାକୁମିଳୁଛି l ଏନେଇ ଲୋକ ମାନେ ମେରାଇ ଥାନାରେ ସୂଚନା ଦେଇଛନ୍ତି l ତେବେ ଏହି କଙ୍କାଳଟି କେଉଁ ଠୁଆସିଲା ଓ କାହାର ତାହାକୁନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି


Share: