ମା ଖିଲାମୁଣ୍ଡା ଙ୍କ ବାର୍ଷିକ କାଠି ଯାତ୍ରା

Share:

ଓଡିଶା ବ୍ୟୁରୋ

ଭୁବନେଶ୍ୱର :ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନସ୍ଥ ବିଝଳା ଗ୍ରାମରେ ମା ଖିଲାମୁଣ୍ଡା ଙ୍କ କାଠି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଗତ 13ତାରିଖ ରେ ମା ଖିଲାମୁଣ୍ଡା ଙ୍କ ପୀଠରେ ଆଜ୍ଞା ମାଳ କରା ଯାଇ କାଠି ଠାକୁରାଣି ଗ୍ରାମକୁ ଅଣା ଯାଇ କାଠି ଯାତ୍ରା ଦୁଇ ଦିନ ଧରିଅନୁଷ୍ଠିତ ହୋଇଥିଲା l ଗତ କାଲି ରାତ୍ରି କାଠି ଠାକୁରାଣୀ ଙ୍କୁ ମେଲାଣି ଅନୁଷ୍ଠିତ ହୋଇଯାଇଛି


Share: