ଧର୍ମ ପରାୟଣ ମହିଳା କନକଲତା ଦାଶଙ୍କୁ ଶ୍ରଦ୍ଧାଞ୍ଜଳି

Share:

ଓଡିଶା ବ୍ୟୁରୋ

କଟକ :ଜଗତସଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ଉତ୍ତର ଶାସନ ପଞ୍ଚାୟତ ବରଡା ଗ୍ରାମର ସ୍ବର୍ଗତ
ଭିକାରୀ ଚରଣ ଦାଶଙ୍କ ଧର୍ମପତ୍ନୀ କନକଲତା ଦାଶଙ୍କୁ ପ୍ରଥମ ଶ୍ରାଦ୍ଧବାର୍ଷିକ କାର୍ଯ୍ୟକର୍ମରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାହିତ୍ୟକ ଗୁରୁ ଉତ୍ତମ କୁମାର ଦାଶ,ତାଙ୍କ ଦୁଇ ପୁତ୍ର ପ୍ରକାଶ ଦାଶ,ପ୍ରସାଦ ଦାଶ ଦୁଇ ବୋହୂ ସୁମିତ୍ରା,ସୁଜାତା,ଚାରି ଜ୍ୱୋଇଁ ପ୍ରମୋଦ କର,ସବ୍ୟସାଚୀ ଓତା, ନିର୍ମଳ ମିଶ୍ର,ନାରାୟଣ କର,୪ ଝିଅ କବିତା ରଞ୍ଜିତା,ମାମିତା,ବବିତା, ନାତି,ନାତୁଣୀ ଓ ନାତୁଣୀ ଜ୍ବାଇଁ ସୁନିଲି ମିଶ୍ର ଓ ଉମାକାନ୍ତ ରଥ, ଅଜୟ ଦାଶ, ପତିତପାବନ ଦାଶ, ପ୍ରଫୁଲ୍ଲ ଦାସ, ଶୁଭେନ୍ଦୁ କର, ସୁକାନ୍ତ ବେଉରା,କବି ପୀତାମ୍ବର ମହାପାତ୍ର,ବାବନ ଦାଶ,ଅଜୟ କୁମାର ପଣ୍ଡା,ପ୍ରବୋଧ ବାଘି, ଦୋଳଗୋବିନ୍ଦ ଦାଶ,ଗ୍ରାମର ବୁଦ୍ଧିଜୀବୀ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।


Share: